ପିହୁ ଡାକୁଛି, ହେଲେ ତା’ ମାମା...

ମୁମ୍ବାଇ: ଜୋରରେ କାନ୍ଦୁଛି ପିହୁ। କାନ୍ଦି କାନ୍ଦି ତଣ୍ଟି ପଡ଼ିଗଲାଣି। ମା’ ମା’ ଡାକରେ କମ୍ପି ଉଠୁଛି ଘର। ଫୋନ୍‌ ବାଜୁଛି, ହେଲା ପିହୁ ଫୋନ୍‌ ଉଠେଇ ପାରୁନି। ଭୋକରେ ଆଉଟୁ ପାଉଟୁ ହେଲାଣି। ଜଳୁଥିବା ଗ୍ୟାସ୍‌ରେ ରୁଟି ଗରମ ହେଉଥିବା ବେଳେ ପିହୁ ତାକୁ ଆଣିବାକୁ ଚେଷ୍ଟା କରି ବିଫଳ ହେଉଛି। ରୁଟି ପୋଡି ଯାଉଛି। ତଥାପି ତା ମାମା ଶୋଇଛି ଯେ, ଉଠିବାର ନାଁ ଗନ୍ଧ ଧରୁନି। ହେଲେ କ’ଣ ପାଇଁ ? କଥାଟା […]

ff

ff

Mihir Pattnayak
  • Published: Friday, 26 October 2018
  • Updated: 26 October 2018, 03:28 PM IST

Sports

Latest News

ମୁମ୍ବାଇ: ଜୋରରେ କାନ୍ଦୁଛି ପିହୁ। କାନ୍ଦି କାନ୍ଦି ତଣ୍ଟି ପଡ଼ିଗଲାଣି। ମା’ ମା’ ଡାକରେ କମ୍ପି ଉଠୁଛି ଘର। ଫୋନ୍‌ ବାଜୁଛି, ହେଲା ପିହୁ ଫୋନ୍‌ ଉଠେଇ ପାରୁନି। ଭୋକରେ ଆଉଟୁ ପାଉଟୁ ହେଲାଣି। ଜଳୁଥିବା ଗ୍ୟାସ୍‌ରେ ରୁଟି ଗରମ ହେଉଥିବା ବେଳେ ପିହୁ ତାକୁ ଆଣିବାକୁ ଚେଷ୍ଟା କରି ବିଫଳ ହେଉଛି। ରୁଟି ପୋଡି ଯାଉଛି। ତଥାପି ତା ମାମା ଶୋଇଛି ଯେ, ଉଠିବାର ନାଁ ଗନ୍ଧ ଧରୁନି। ହେଲେ କ’ଣ ପାଇଁ ?

କଥାଟା ଶୁଣି ଆପଣ କାହାଣୀ ବୋଲି ଭାବୁଥିବେ। ଅବଶ୍ୟ ଏହା ଏକ ଫିଲ୍ମର କାହାଣୀ, କିନ୍ତୁ ଘଟଣାଟି ମିଛ ନୁହେଁ। ଏକ ସତ ଘଟଣା ଉପରେ ଆଧାରିତ ଏହି କାହାଣୀକୁ ଫିଲ୍ମର ରୂପ ଦିଆଯାଇଛି। ଯାହାକି ଖୁବ୍‌ଶୀଘ୍ର ପରଦାରେ ଦେଖିବାକୁ ପାଇବେ ଦର୍ଶକ।

ଜବରଦସ୍ତ ସସ୍‌ପେନ୍ସ ଓ ଜଣେ କୁନି ପିଲାର କରୁଣ କାହାଣୀକୁ ନେଇ ନିର୍ମାଣ ହୋଇଥିବା ବଲିଉଡ୍‌ ମୁଭି ‘ପିହୁ’ର ଟ୍ରେଲର ରିଲିଜ୍ ହୋଇସାରିଛି। ଯାହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରୋନୀ ସ୍କ୍ରିୟୁଭାଲା, ସିଦ୍ଧାର୍ଥ ରୟ କପୁର ଓ ଶିଳ୍ପା ଜିନ୍ଦଲ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ବିନୋଦ କାପ୍‌ରୀ।

ବାସ୍ତବରେ ଫିଲ୍ମର ଟ୍ରେଲର ଆକର୍ଷଣୀୟ ହୋଇଛି। ପିହୁ ଚରିତ୍ରରେ ଅଭିନୟ କରିଥିବା ଶିଶୁଟିକୁ ଦେଖିଲେ ଆପଣ ବି ଆଃ ବୋଲି କହି ପକେଇବେ। ଦୃଶ୍ୟଗୁଡ଼ିକ ବି ବେସ୍‌ ରୋମାଞ୍ଚକର ହୋଇଛି।

“କ୍ଷୀର ପିଇବାକୁ ଚେଷ୍ଟା କରୁଛି ପିହୁ, କିନ୍ତୁ ସବୁ ତଳେ ଢାଳି ଯାଉଚି। ସବୁଥିରେ ସେ ନିରାଶ ହେଉଛି। କେଉଁଠି ଗରମ ଆଇରନ୍‌ରେ ଡ୍ରେସ୍‌ ଜଲି ଗଲାଣି ତ ପୁଣି ଆଉ କେଉଁଠି ଇଲକ୍ଟ୍ରିରୁ ନିଆଁ ବାହାରିଲାଣି। ଶେଷରେ ପିହୁ...। ”

ହେଲେ ଏତେ ସବୁ ପରେ ବି ତା ମା’ ଶୋଇଛି। କୁନି ପିଲାଟିକୁ ଛାଡ଼ି ଦେଇ କେମିତି ବା ଏତେ ନିଦରେ ଶୋଇଛି ସେ ? ବାପା ବି ତା’ର ଘରେ ନାହାନ୍ତି। ଏପଟେ ପିହୁ ତା କଣ୍ଢେଇକୁ ବାଲ୍‌କୋନୀରୁ ତଳକୁ ଖସେଇ ଦେଇ ନିଜ ଡେଇଁବାକୁ ବସିଲାଣି।

ଏସବୁ ଶୁଣିଲା ବୋଳକୁ ଆପଣଙ୍କ ଲୋମ ଟାଙ୍କୁରି ଉଠୁଥିବ। ହଁ ଆଜ୍ଞା ରୁମ ଟାଙ୍କୁରିବା ଭଳି ଦୃଶ୍ୟକୁ ନେଇ ପ୍ରକାଶ ପାଇଁ ପିହୁର ଟ୍ରେଲର। ଯଦି ଦେଖି ନାହାନ୍ତି, ତା ହେଲେ ଥରେ ଦେଖି ନିଅନ୍ତୁ।

https://youtu.be/zhWLhuEhXm4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story