Advertisment

‘ପିଙ୍ଗା’ ଗୀତକୁ ନେଇ ପୁଣି ବିବାଦ

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲୀଙ୍କ ଅପକମିଂ ଫିଲ୍ମ ବାଜିରାଓ ମସ୍ତାନୀର ‘ପିଙ୍ଗ।’ ଗୀତକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୀତରେ ମରାଠୀ ସଂସ୍କୃତିକୁ ଠିକରେ ଉପସ୍ଥାପନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଗୀତରେ ଦୀପିକା ମସ୍ତାନୀ ଭୂମିକାରେ ଓ ପ୍ରିୟଙ୍କା ରାଣୀ କାଶୀବାଈ ଭୂମିକାରେ ଅଭିନୟ କରି ନୃତ୍ୟ ପରିବେଷଣ କରିଛନ୍ତି। ଏହାକୁ ନେଇ ଏକ ଏନଜିଓ ଆପତ୍ତି ଉଠାଇବା ସହ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଫିଲ୍ମର ରିଲିଜ ଉପରେ ରହିତାଦେଶ ଦେବା […]

‘ପିଙ୍ଗା’ ଗୀତକୁ ନେଇ ପୁଣି ବିବାଦ

imgpinga-song-launch

Advertisment

ମୁମ୍ବାଇ: ସଞ୍ଜୟ ଲୀଲା ବଂଶାଲୀଙ୍କ ଅପକମିଂ ଫିଲ୍ମ ବାଜିରାଓ ମସ୍ତାନୀର ‘ପିଙ୍ଗ।’ ଗୀତକୁ ନେଇ ପୁଣି ବିବାଦ ଦେଖାଦେଇଛି। ଗୀତରେ ମରାଠୀ ସଂସ୍କୃତିକୁ ଠିକରେ ଉପସ୍ଥାପନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଗୀତରେ ଦୀପିକା ମସ୍ତାନୀ ଭୂମିକାରେ ଓ ପ୍ରିୟଙ୍କା ରାଣୀ କାଶୀବାଈ ଭୂମିକାରେ ଅଭିନୟ କରି ନୃତ୍ୟ ପରିବେଷଣ କରିଛନ୍ତି। ଏହାକୁ ନେଇ ଏକ ଏନଜିଓ ଆପତ୍ତି ଉଠାଇବା ସହ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଫିଲ୍ମର ରିଲିଜ ଉପରେ ରହିତାଦେଶ ଦେବା ପାଇଁ କୋର୍ଟଙ୍କ ନିକଟରେ ଉକ୍ତ ଏନଜିଓ ଆବେଦନ କରିଛି।

Advertisment

ତେବେ ଇତିହାସ ଅନୁଯାଇ ରାଣୀ କାଶୀବାଈ ଖୁବକମ୍ ବୟସରୁ ରୋଗରେ ଆକ୍ରାନ୍ତ ହେଇ ଶଯ୍ୟାଶାୟୀ ଅବସ୍ଥାରେ ଥିଲେ। ଆଉ ଫିଲ୍ମରେ ତାଙ୍କୁ ନୃତ୍ୟ କରୁଥିବା ଦେଖାଇବା ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe