‘ପିଙ୍କ’ର ପ୍ରଶଂସାକୁ ନେଇ ଅମିତାଭ ଖୁସି

ମୁମ୍ବାଇ: ମହିଳାଙ୍କ ବିରୋଧରେ ଯୌନ ଅପରାଧକୁ ନେଇ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପିଙ୍କ୍’ର ପ୍ରଶଂସାକୁ ନେଇ ବିଗ୍ ବି ଅମିତାଭ ବେଶ ଖୁସି ଥିବା ସୋସିଆଲ ମିଡିଆରେ ଲେଖିଛନ୍ତି। ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ଏକ ପ୍ରଭାବଶାଳୀ ପରିବାରର ତିନି ଝିଅ ଏବଂ ଜଣେ ପୁଅ ସମ୍ପର୍କିତ ମାମଲାରେ ଲଢ଼ୁଥିବାର ନଜର ଆସିଛନ୍ତି।

ଆଜିର ସମୟରେ ଯୁବତୀଙ୍କ ଇଚ୍ଛାକୁ ବୁଝି ସମ୍ମାନ ଦେବା ଜରୁରୀକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ସିନେ ସମୀକ୍ଷକମାନେ ବେଶ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

କ୍ଷମା ମାଗିଲେ ବିଗ୍ ବି’

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….