Advertisment

‘ପିଙ୍କ’ର ପ୍ରଶଂସାକୁ ନେଇ ଅମିତାଭ ଖୁସି

ମୁମ୍ବାଇ: ମହିଳାଙ୍କ ବିରୋଧରେ ଯୌନ ଅପରାଧକୁ ନେଇ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପିଙ୍କ୍’ର ପ୍ରଶଂସାକୁ ନେଇ ବିଗ୍ ବି ଅମିତାଭ ବେଶ ଖୁସି ଥିବା ସୋସିଆଲ ମିଡିଆରେ ଲେଖିଛନ୍ତି। ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ଏକ ପ୍ରଭାବଶାଳୀ ପରିବାରର ତିନି ଝିଅ ଏବଂ ଜଣେ ପୁଅ ସମ୍ପର୍କିତ ମାମଲାରେ ଲଢ଼ୁଥିବାର ନଜର ଆସିଛନ୍ତି। ଆଜିର ସମୟରେ ଯୁବତୀଙ୍କ ଇଚ୍ଛାକୁ ବୁଝି ସମ୍ମାନ ଦେବା ଜରୁରୀକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ସିନେ ସମୀକ୍ଷକମାନେ […]

ରିଲିଜ୍‌ ହେଲା ‘ପିଙ୍କ୍‌’

pink

Advertisment

ମୁମ୍ବାଇ: ମହିଳାଙ୍କ ବିରୋଧରେ ଯୌନ ଅପରାଧକୁ ନେଇ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ପିଙ୍କ୍’ର ପ୍ରଶଂସାକୁ ନେଇ ବିଗ୍ ବି ଅମିତାଭ ବେଶ ଖୁସି ଥିବା ସୋସିଆଲ ମିଡିଆରେ ଲେଖିଛନ୍ତି। ଫିଲ୍ମରେ ଅମିତାଭ ଓକିଲ ଭୂମିକାରେ ଏକ ପ୍ରଭାବଶାଳୀ ପରିବାରର ତିନି ଝିଅ ଏବଂ ଜଣେ ପୁଅ ସମ୍ପର୍କିତ ମାମଲାରେ ଲଢ଼ୁଥିବାର ନଜର ଆସିଛନ୍ତି।

Advertisment

ଆଜିର ସମୟରେ ଯୁବତୀଙ୍କ ଇଚ୍ଛାକୁ ବୁଝି ସମ୍ମାନ ଦେବା ଜରୁରୀକୁ ଆଧାର କରି ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ସିନେ ସମୀକ୍ଷକମାନେ ବେଶ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe