images
Advertisment
ମୁମ୍ୱାଇ: ବଲିଉଡ୍ର ଅଭିନେତା ଅମିତାଭ ବଚ୍ଚନ୍ ତାଙ୍କର ଆଗାମୀ ଚଳଚ୍ଚିତ୍ର “ପିଙ୍କ୍”ର ପ୍ରମୋଶନ୍ରେ ଲାଗି ପଡ଼ିଛନ୍ତି। ଏହି ସମୟରେ ସେ ନାରୀ ସଶକ୍ତି କରଣ ଉପରେ କହିଛନ୍ତି। ଏହି ଚିଳଚ୍ଚିତ୍ରଟି ମହିଳାଙ୍କ ଉପରେ ପର୍ଯ୍ୟବେଶିତ। ଏଥିରେ ଅମିତାଭ ଜଣେ ଓକିଲ ଭୁମିକାରେ ଅଭିନୟ କରୁଛନ୍ତି।
Advertisment
ଉକ୍ତ ଚଳଚ୍ଚିତ୍ର ପ୍ରମୋଶନ ସମୟରେ ଅମିତାଭ କହିଛନ୍ତି, “ପିକୁ ଚଳଚ୍ଚିତ୍ରରେ ତାଙ୍କଠାରୁ ଅଧିକ ପଇସା ଅଭିନେତ୍ରୀ ଦୀପିକା ପାଦୁକୋନ ନେଇଛନ୍ତି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/images.jpg)