‘ଦାଦା ସାହେବ ଫାଲ୍‌କେ’ ସମ୍ମାନରେ ସମ୍ମାନିତ ହେଲେ ଏହି ସବୁ ଟେଲି କଳାକାର

ମୁମ୍ବାଇ: ହିନ୍ଦୀ ସିନେମା ପରି ଭାରତୀୟ ଟେଲିଭିଜନ ଜଗତ ମଧ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି। ଆପଣ ମଧ୍ୟ ଟେଲିଭିଜନ୍‌ ର ଶୋ’ ଗୁଡ଼ିକ ଦେଖିବାକୁ ଭଲ ପାଉଥିବେ। ତେବେ ‘ବେହଦ୍‌’ ହେଉ ‘ୟେ ହୈ ମହୋବତେଁ’ ବା ‘ବିଗ୍‌ ବସ୍‌’ ଭଳି ଶୋ’ କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଛି। ତେବେ ଏମିତି କହିବା ପଛର କାରଣ ହେଉଛି ଆପଣଙ୍କ ପସନ୍ଦର ଟିଭି କଳାକାରମାନଙ୍କୁ ‘ଦାଦା ସାହେବ୍‌ ଫାଲ୍‌କେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। […]

q1

q1

Rosalin Rath
  • Published: Sunday, 21 April 2019
  • Updated: 21 April 2019, 02:14 PM IST

Sports

Latest News

ମୁମ୍ବାଇ: ହିନ୍ଦୀ ସିନେମା ପରି ଭାରତୀୟ ଟେଲିଭିଜନ ଜଗତ ମଧ୍ୟ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଉଛି। ଆପଣ ମଧ୍ୟ ଟେଲିଭିଜନ୍‌ ର ଶୋ’ ଗୁଡ଼ିକ ଦେଖିବାକୁ ଭଲ ପାଉଥିବେ। ତେବେ ‘ବେହଦ୍‌’ ହେଉ ‘ୟେ ହୈ ମହୋବତେଁ’ ବା ‘ବିଗ୍‌ ବସ୍‌’ ଭଳି ଶୋ’ କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳିଛି। ତେବେ ଏମିତି କହିବା ପଛର କାରଣ ହେଉଛି ଆପଣଙ୍କ ପସନ୍ଦର ଟିଭି କଳାକାରମାନଙ୍କୁ ‘ଦାଦା ସାହେବ୍‌ ଫାଲ୍‌କେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି।

ଗତ ସନ୍ଧ୍ୟାରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ପୁରସ୍କାର ସମାରୋହରେ ଉଭୟ ସିନେମା ଏବଂ ଟେଲିଭିଜନ କଳାକାରଙ୍କୁ ‘ଦାଦା ସାହେବ ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ କେଉଁ ଟିଭି କଳାକାରଙ୍କୁ ସମ୍ମାନିତ କରାଯାଇଛି ଆସନ୍ତୁ ଜାଣିବା।

ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ଶୋ’ ‘ବେହଦ୍‌’ର ନାୟିକା ଜେନିଫର୍‌ ୱିଙ୍ଗେଟ୍‌ଙ୍କୁ ତ ଆପଣ ଜାଣିଥିବେ। ସେ ସିରିଏଲ୍‌ର ମୁଖ୍ୟ ନାୟିକା ହେବା ସହ ଖଳନାୟିକା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିତିପାରିଛନ୍ତି। ତେବେ ସିରିଏଲ୍‌ରେ ନିଖୁଣ ଅଭିନୟର ଯାଦୁରେ ସେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ଜେନିଫରଙ୍କୁ ତାଙ୍କ ଅଭିନୟ ପାଇଁ ଚଳିତ ବର୍ଷର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଦାଦା ସାହେବ୍‌ ପୁରସ୍କାର’ ପ୍ରଦାନ କରାଯାଇଛି।

https://www.instagram.com/p/Bhzc_WblqO_/?utm_source=ig_web_copy_link

ସେହିପରି ଟେଲିଭିଜନ ଚ୍ୟାନେଲ୍‌ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ସିରିଏଲ୍‌ ‘ୟେ ହୈ ମହୋବତେଁ’ର ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା କରନ୍‌ ପଟେଲ୍‌ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଛନ୍ତି।
https://www.instagram.com/p/BhyZ1tannVb/?utm_source=ig_web_copy_link

ଟେଲିଭିଜନ ଅଭିନେତ୍ରୀ ହିନା ଖାନ୍‌ଙ୍କୁ ମଧ୍ୟ ଲୋକେ ଭଲ ଭାବରେ ଜାଣିଛନ୍ତି। ତାଙ୍କୁ ‘ବିଗ୍‌ ବସ୍‌’ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି।
https://www.instagram.com/p/Bh1oHYpjub6/?utm_source=ig_web_copy_link

ସେହିପରି ସୁମୋନା ଚକ୍ରବର୍ତ୍ତୀଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତ୍ରୀ ଭାବେ ଏହି ପୁରସ୍କାର ଦିଆଯାଇଛି।
https://www.instagram.com/p/Bgv5usTg7pi/?utm_source=ig_web_copy_link

ବିକାଶ ଗୁପ୍ତାଙ୍କୁ ମଧ୍ୟ ବ୍ରେକ୍‌ଥ୍ରୂ ଆଟିଷ୍ଟ ଅଫ୍‌ ଦି ଇୟର୍‌ ଭାବେ ସମ୍ମାନିତ ହୋଇଛନ୍ତି।
https://www.instagram.com/p/Bh0scRDBN9R/?utm_source=ig_web_copy_link

‘ବେଷ୍ଟ ଅଫ୍‌ ସ୍କ୍ରିନ୍‌ କପୁଲ୍‌ ଅଫ୍‌ ଦି ଇୟର୍‌’ ଭାବେ ମଧ୍ୟ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ପୁରଷ୍କାର ପାଇଛନ୍ତି।
https://www.instagram.com/p/Bh0noshHpLu/?utm_source=ig_web_copy_link

ସେହିପରି ରୋହନ ମେହେରାଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ପୁରୁଷ) ଭାବେ ସମ୍ମାନିତ କରାଯାଇଛି।
https://www.instagram.com/p/BhzZ3poFiaD/?utm_source=ig_web_copy_link

ଏବଂ ଲୋପାମୁଦ୍ରା ରାଉତଙ୍କୁ ପିପୁଲ୍ସ ଚଏସ୍‌ ଆୱାର୍ଡ (ମହିଳା)ଭାବେ ପୁରସ୍କାର ଦିଆଯାଇଥିଲା।
https://www.instagram.com/p/BhzlPB6FLhv/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story