ସୁସ୍ମିତାଙ୍କୁ ଅନୁକରଣ କଲେ ପ୍ରଜ୍ଞାନ ଓଝା; କହିଲେ- ବହୁତ କଷ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ବୋଲର ପ୍ରଜ୍ଞାନ ଓଝା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ତାଙ୍କର ଏକ ଫଟୋକୁ ଯୋଡ଼ି ଶେଆର କରିଛନ୍ତି। ଏହି ଫଟୋରେ ସୁସ୍ମିତା ଏକ ଆସନ କରୁଥିବା ଦେଖିବାକୁ ମିଳିଛି। ସେ କେବଳ ଗୋଟିଏ ପାଦର ଆଙ୍ଗୁଳି ଉପରେ ପୂରା ଶରୀରକୁ ସନ୍ତୁଳିତ କରି ରଖିଛନ୍ତି। ଆଉ ପ୍ରଜ୍ଞାନ ମଧ୍ୟ ସେମିତି କରିବାକୁ ଚେଷ୍ଟା କରିଛନ୍ତି। ଏହି ଫଟୋକୁ ଶେଆର କରି ପ୍ରଜ୍ଞାନ ଲେଖିଛନ୍ତି- ସୁସ୍ମିତା […]

susmita

susmita

Biswobandita Swain
  • Published: Wednesday, 29 April 2020
  • Updated: 29 April 2020, 08:30 AM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ବୋଲର ପ୍ରଜ୍ଞାନ ଓଝା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ଓ ତାଙ୍କର ଏକ ଫଟୋକୁ ଯୋଡ଼ି ଶେଆର କରିଛନ୍ତି। ଏହି ଫଟୋରେ ସୁସ୍ମିତା ଏକ ଆସନ କରୁଥିବା ଦେଖିବାକୁ ମିଳିଛି। ସେ କେବଳ ଗୋଟିଏ ପାଦର ଆଙ୍ଗୁଳି ଉପରେ ପୂରା ଶରୀରକୁ ସନ୍ତୁଳିତ କରି ରଖିଛନ୍ତି। ଆଉ ପ୍ରଜ୍ଞାନ ମଧ୍ୟ ସେମିତି କରିବାକୁ ଚେଷ୍ଟା କରିଛନ୍ତି।

ଏହି ଫଟୋକୁ ଶେଆର କରି ପ୍ରଜ୍ଞାନ ଲେଖିଛନ୍ତି- ସୁସ୍ମିତା ସେନ୍‌ଙ୍କ ଭଳି କରିବାକୁ ମୁଁ ଯଥାସମ୍ଭବ ପ୍ରୟାସ କରିଥିଲି। ଏହା ଯେମିତି ଦେଖାଯାଉଛି, ତା’ଠାରୁ ଆହୁରି ବହୁତ କଷ୍ଟ ଏବଂ ଏହି ମୁଦ୍ରାରେ କିଛି ସମୟ ରହିବା ଆହୁରି ଅଧିକ କଷ୍ଟ।

https://www.instagram.com/p/B_Jw6ZQpa9h/?utm_source=ig_web_copy_link

ପ୍ରଜ୍ଞାନ ଓଝାଙ୍କ ଏହି ଫଟୋରେ ଇନ୍‌ଷ୍ଟାଗ୍ରାମ୍‌ ୟୁଜର କମେଣ୍ଟ ଦେଇଛନ୍ତି। ସୁସ୍ମିତା ଏହାକୁ କରିବାକୁ ଅଭ୍ୟାସ କରିଛନ୍ତି। ତେଣୁ ନିୟମିତ ଅଭ୍ୟାସ ଓ ପ୍ରୟାସ ଦ୍ୱାରା ସେ ବି ଏହାକୁ କରିପାରିବେ ବୋଲି କେହି କେହି ଲେଖିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ୍ ୧୬ ତାରିଖରେ ସୁସ୍ମିତା ତାଙ୍କର ଏହି ମୁଦ୍ରାର ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ସେ ଏହାକୁ କରିବାକୁ ନିଜକୁ ନିଜେ ଚ୍ୟାଲେଞ୍ଜ କରିଥିଲେ ବୋଲି ଲେଖିଥିଲେ। ସେ ଆହୁରି ଲେଖିଥିଲେ ଯେ ଏହାକୁ କରିବାରେ ସେ ପ୍ରଥମେ ପ୍ରଥମେ ବିଫଳ ହୋଇଥିଲେ। ତେବେ କିଛି ବିଫଳ ପ୍ରୟାସ ପରେ ସେ ଏହି ମୁଦ୍ରା କରିବାରେ ସଫଳ ହୋଇଥିଲେ ଏବଂ ସନ୍ତୁଳନ ଓ ସ୍ଥିରତାକୁ ନେଇ ଏକ ସୁନ୍ଦର ଅନୁଭୂତି ହାସଲ କରିଥିଲେ। ଏହା ସହିତ ଅନ୍ୟମାନଙ୍କୁ ଏହା କରିବାକୁ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story