ଅଦ୍ୟତନ ହୋଇଛି
images (4)
Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ। କେତେବେଳେ ତାଙ୍କ ଅଭିନୟ ପାଇଁ ତ କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା ହୁଏ। ଏବେ ଲକ୍ଡାଉନ୍ରେ ମଧ୍ୟ ପ୍ରକୃତିଙ୍କୁ ନେଇ ଚର୍ଚ୍ଚା ଚାଲିଛି। ମେ ୩ ପର୍ଯ୍ୟନ୍ତ ଦେଶରେ ଲକ୍ଡାଉନ୍ ଥିବା ବେଳେ ଏବେ ପ୍ରକୃତି ତାଙ୍କ ବୟଫ୍ରେଣ୍ଡ ରତୁଲ ଏବଂ ଅନ୍ୟ କିଛି ସାଙ୍ଗଙ୍କ ସହ ରହୁଛନ୍ତି। ଏ ସଂପର୍କିତ ସୂଚନା ପୂର୍ବରୁ ପ୍ରକୃତି ତାଙ୍କ ଇନ୍ଷ୍ଟାଗ୍ରାମରେ ଦେଇ ସାରିଥିବା ବେଳେ ତାଙ୍କର ଆଉ ଏକ ଭିଡ଼ିଓ ଭାଇରଲ୍ ହେଉଛି।
Advertisment
ଏଥିରେ ପ୍ରକୃତିଙ୍କୁ ତାଙ୍କ ରୁମ୍ରେ ବୟଫ୍ରେଣ୍ଡ ରତୁଲଙ୍କ ସହ ଦେଖିବାକୁ ମିଳିଛି। ଭିଡ଼ିଓରେ ସେ ତାଙ୍କ ସମ୍ପର୍କ ବିଷୟରେ କହୁଛନ୍ତି। ପ୍ରଥମେ କିଏ ପ୍ରେମରେ ପଡ଼ିଥିଲେ ବୋଲି ପ୍ରଶ୍ନର ଉତ୍ତରରେ ପ୍ରକୃତି କହିଛନ୍ତି ଯେ ସେ ହିଁ ପ୍ରଥମେ ପ୍ରେମରେ ପଡ଼ିଥିଲେ।
https://vm.tiktok.com/7mMeJb/
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/images-4.jpeg)