Advertisment

‘ପ୍ରେମ ରତନ୍ ଧନ୍ ପାୟୋ’କୁ ନେଇ ଆଲିଆ ଏକସାଇଟେଡ୍

ମୁମ୍ବାଇ: ସାନଦାର ଆକଟ୍ରେସ ଆଲିଆ ଭଟ୍ଟ ଅପେକ୍ଷା କରିଛନ୍ତି ସଲମାନଙ୍କ ‘ପ୍ରେମ ରତନ୍ ଧନ ପାୟୋ’ ଫିଲ୍ମ ରିଲିଜକୁ। କିନ୍ତୁ ଆଲିଆଙ୍କ ଏହି ଅପେକ୍ଷା ସଲମାନଙ୍କ ପାଇଁ ନୁହେଁ ବରଂ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ପାଇଁ। ନିକଟରେ ଏକ ଇଣ୍ଟରଭ୍ୟୁରେ ଆଲିଆ କହିଥିଲେ ଯେ ସେ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଜଣେ ବଡ ଫ୍ୟାନ୍। ତାଙ୍କୁ ସୁରଜଙ୍କ ସବୁ ଫିଲ୍ମ ଖୁବ ଭଲ ଲାଗେ। ପ୍ରେମ ରତନ ଧନ ପାୟୋର ଟ୍ରେଲରୁ ହିଁ ଜଣା ପଡୁଛି ସୁରଜଙ୍କ […]

author-image
Rakesh Mallick
‘ପ୍ରେମ ରତନ୍ ଧନ୍ ପାୟୋ’କୁ ନେଇ ଆଲିଆ ଏକସାଇଟେଡ୍

alia_bhatt_

ମୁମ୍ବାଇ: ସାନଦାର ଆକଟ୍ରେସ ଆଲିଆ ଭଟ୍ଟ ଅପେକ୍ଷା କରିଛନ୍ତି ସଲମାନଙ୍କ ‘ପ୍ରେମ ରତନ୍ ଧନ ପାୟୋ’ ଫିଲ୍ମ ରିଲିଜକୁ। କିନ୍ତୁ ଆଲିଆଙ୍କ ଏହି ଅପେକ୍ଷା ସଲମାନଙ୍କ ପାଇଁ ନୁହେଁ ବରଂ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ପାଇଁ।

Advertisment

ନିକଟରେ ଏକ ଇଣ୍ଟରଭ୍ୟୁରେ ଆଲିଆ କହିଥିଲେ ଯେ ସେ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଜଣେ ବଡ ଫ୍ୟାନ୍। ତାଙ୍କୁ ସୁରଜଙ୍କ ସବୁ ଫିଲ୍ମ ଖୁବ ଭଲ ଲାଗେ। ପ୍ରେମ ରତନ ଧନ ପାୟୋର ଟ୍ରେଲରୁ ହିଁ ଜଣା ପଡୁଛି ସୁରଜଙ୍କ ଟିପିକାଲ ଅନ୍ଦାଜ। ତେଣୁ ସେ ‘ପ୍ରେମ ରତନ ଧନ ପାୟୋ’ ରିଲିଜକୁ ନେଇ ଖୁବ ଏକସାଇଟେଡ୍ ଅଛନ୍ତି।