alia_bhatt_
Advertisment
ମୁମ୍ବାଇ: ସାନଦାର ଆକଟ୍ରେସ ଆଲିଆ ଭଟ୍ଟ ଅପେକ୍ଷା କରିଛନ୍ତି ସଲମାନଙ୍କ ‘ପ୍ରେମ ରତନ୍ ଧନ ପାୟୋ’ ଫିଲ୍ମ ରିଲିଜକୁ। କିନ୍ତୁ ଆଲିଆଙ୍କ ଏହି ଅପେକ୍ଷା ସଲମାନଙ୍କ ପାଇଁ ନୁହେଁ ବରଂ ସୁରଜ ବଡଜାତ୍ୟାଙ୍କ ଫିଲ୍ମ ପାଇଁ।
Advertisment
ନିକଟରେ ଏକ ଇଣ୍ଟରଭ୍ୟୁରେ ଆଲିଆ କହିଥିଲେ ଯେ ସେ ସୁରଜ ବଡଜାତ୍ୟାଙ୍କ ଫିଲ୍ମର ଜଣେ ବଡ ଫ୍ୟାନ୍। ତାଙ୍କୁ ସୁରଜଙ୍କ ସବୁ ଫିଲ୍ମ ଖୁବ ଭଲ ଲାଗେ। ପ୍ରେମ ରତନ ଧନ ପାୟୋର ଟ୍ରେଲରୁ ହିଁ ଜଣା ପଡୁଛି ସୁରଜଙ୍କ ଟିପିକାଲ ଅନ୍ଦାଜ। ତେଣୁ ସେ ‘ପ୍ରେମ ରତନ ଧନ ପାୟୋ’ ରିଲିଜକୁ ନେଇ ଖୁବ ଏକସାଇଟେଡ୍ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/alia_bhatt_.jpg)