Advertisment

ପ୍ରଶାନ୍ତ ନନ୍ଦ ପାଇବେ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପକ୍ଷରୁ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ

କଟକ: ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପକ୍ଷରୁ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ପାଇବେ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ। ଏହା ସହିତ ଭିନ୍ନ ଭିନ୍ନ ୩୦ ବର୍ଗରେ ଅଭିନେତାମାନଙ୍କୁ ପୁରସ୍କୃତ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ଫେବୃଆରୀ ୧୩ ତାରିଖରେ କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଏହି ଫିଲ୍ମ ପୁରସ୍କାର ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଆକର୍ଷଣ ହେବେ ରାଜପାଲ୍ ଯାଦବ। ଓଲିଉଡ୍‌ର […]

ପ୍ରଶାନ୍ତ ନନ୍ଦ ପାଇବେ ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପକ୍ଷରୁ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ

prasanta nanda

Advertisment

କଟକ: ଓଡ଼ିଆ ଫିଲ୍ମ ଫେୟାର ଆୱାର୍ଡ ପକ୍ଷରୁ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ପ୍ରଶାନ୍ତ ନନ୍ଦ ପାଇବେ ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ୍ ଆୱାର୍ଡ। ଏହା ସହିତ ଭିନ୍ନ ଭିନ୍ନ ୩୦ ବର୍ଗରେ ଅଭିନେତାମାନଙ୍କୁ ପୁରସ୍କୃତ କରାଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆସନ୍ତା ଫେବୃଆରୀ ୧୩ ତାରିଖରେ କଟକର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଏହି ଫିଲ୍ମ ପୁରସ୍କାର ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଆକର୍ଷଣ ହେବେ ରାଜପାଲ୍ ଯାଦବ। ଓଲିଉଡ୍‌ର କଳାକାରଙ୍କ ସହ ଜାତୀୟ ସ୍ତରୀୟ ରିଅଲିଟି ଶୋ’ କଳାକାରଙ୍କୁ ନେଇ ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe