Advertisment

ପ୍ରଥମ ଦିନରେ ୬.୮୦ କୋଟି ଟଙ୍କା ଆୟ କଲା ‘ପ୍ୟାର କା ପଞ୍ଚନାମା-୨’

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ରିଲିଜ ହୋଇଥିବା ‘ପ୍ୟାର କା ପଞ୍ଚନାମା-୨’ ବକ୍ସ ଅଫିସରେ ଭଲ ଆୟ କରିଛି। ପ୍ରଥମ ଦିନରେ ୬.୮୦ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ପ୍ରଥମ ଦିନରେ ‘ପ୍ୟାର କା ପଞ୍ଚନାମା ୨’ ଭଲ ଆୟ କରିଥିବା ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି। ଫିଲ୍ମଟିକୁ ୟଙ୍ଗ୍ ଷ୍ଟାର ବେଶ୍ ପସନ୍ଦ କରୁଥିବା ଜଣାପଡିଛି। ୨୦୧୧ରେ ରିଲିଜ ହୋଇଥିବା ପ୍ୟାର କା ପଞ୍ଚ ନାମାର ଏହା ସିକ୍ୟୁଏଲ। ଫିଲ୍ମଟିକୁ […]

ଅଦ୍ୟତନ ହୋଇଛି
ପ୍ରଥମ ଦିନରେ ୬.୮୦ କୋଟି ଟଙ୍କା ଆୟ କଲା ‘ପ୍ୟାର କା ପଞ୍ଚନାମା-୨’

film

Advertisment

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ରିଲିଜ ହୋଇଥିବା ‘ପ୍ୟାର କା ପଞ୍ଚନାମା-୨’ ବକ୍ସ ଅଫିସରେ ଭଲ ଆୟ କରିଛି। ପ୍ରଥମ ଦିନରେ ୬.୮୦ କୋଟି ଟଙ୍କା ଆୟ କରିଛି ଏହି ଫିଲ୍ମ। ପ୍ରଥମ ଦିନରେ ‘ପ୍ୟାର କା ପଞ୍ଚନାମା ୨’ ଭଲ ଆୟ କରିଥିବା ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଟ୍ୱିଟ୍ କରି ଜଣାଇଛନ୍ତି।

Advertisment

ଫିଲ୍ମଟିକୁ ୟଙ୍ଗ୍ ଷ୍ଟାର ବେଶ୍ ପସନ୍ଦ କରୁଥିବା ଜଣାପଡିଛି। ୨୦୧୧ରେ ରିଲିଜ ହୋଇଥିବା ପ୍ୟାର କା ପଞ୍ଚ ନାମାର ଏହା ସିକ୍ୟୁଏଲ। ଫିଲ୍ମଟିକୁ ଲଭ୍ ରଞ୍ଜନ ନିର୍ଦ୍ଦେଶନା ଦେଇଛନ୍ତି। ଦର୍ଶକଙ୍କ କ୍ରେଜକୁ ଦେଖିଲେ ଫିଲ୍ମଟି ୱିକେଣ୍ଡରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe