Advertisment

ଏହି ନମ୍ବରରୁ ଫୋନ୍‌ ଉଠାନ୍ତି ନାହିଁ ପ୍ରୀତି ଜିଣ୍ଟା !

ମୁମ୍ବାଇ: ଗୋଟିଏ ସମୟରେ ବଲିଉଡ୍‌ ଡିମ୍ପଲ ଗାର୍ଲ ଭାବେ ପରିଚିତ ପ୍ରୀତି ଜିଣ୍ଟାଙ୍କୁ ଅଣ୍ଡର ୱାର୍ଲ୍ଡ ଧମକର ସାମ୍ନା କରିବାକୁ ପଡ଼ିଥିଲା।  ସେ ସମୟରେ ତାଙ୍କୁ +92ରୁ ଆରମ୍ଭ ହେଉଥିବା ନମ୍ବରରୁ ବାରମ୍ବାର କଲ୍‌ ଆସୁଥିଲା, ଆଉ ଡରରେ ପ୍ରୀତି ଏହି କଲ୍‌ ଉଠାଉ ନ ଥିଲେ। ନିକଟରେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମକୁ ଆସି ସେ ଏହି ବିଷୟରେ ଆଲୋଚନା କରିଛନ୍ତି। ପ୍ରିତୀ କହିଛନ୍ତି, ‘‘ସେ ସମୟରେ ମୋତେ ଏହି ନମ୍ବରରୁ ବାରମ୍ବାର କଲ୍‌ ଆସେ। […]

ଏହି ନମ୍ବରରୁ ଫୋନ୍‌ ଉଠାନ୍ତି ନାହିଁ ପ୍ରୀତି ଜିଣ୍ଟା !

prt

Advertisment

ମୁମ୍ବାଇ: ଗୋଟିଏ ସମୟରେ ବଲିଉଡ୍‌ ଡିମ୍ପଲ ଗାର୍ଲ ଭାବେ ପରିଚିତ ପ୍ରୀତି ଜିଣ୍ଟାଙ୍କୁ ଅଣ୍ଡର ୱାର୍ଲ୍ଡ ଧମକର ସାମ୍ନା କରିବାକୁ ପଡ଼ିଥିଲା।  ସେ ସମୟରେ ତାଙ୍କୁ +92ରୁ ଆରମ୍ଭ ହେଉଥିବା ନମ୍ବରରୁ ବାରମ୍ବାର କଲ୍‌ ଆସୁଥିଲା, ଆଉ ଡରରେ ପ୍ରୀତି ଏହି କଲ୍‌ ଉଠାଉ ନ ଥିଲେ।

Advertisment

ନିକଟରେ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମକୁ ଆସି ସେ ଏହି ବିଷୟରେ ଆଲୋଚନା କରିଛନ୍ତି। ପ୍ରିତୀ କହିଛନ୍ତି, ‘‘ସେ ସମୟରେ ମୋତେ ଏହି ନମ୍ବରରୁ ବାରମ୍ବାର କଲ୍‌ ଆସେ। କିନ୍ତୁ ମୁଁ ଉଠାଏନି। ଅଜାଣତରେ ଯେବେ ଉଠାଏ ମୋତେ ଧମକ୍‌ ଦିଆଯାଏ ଆଉ ମୁଁ ଡରିଯାଏ। ମୁଁ ଖୁବ୍‌ ଚିନ୍ତିତ ଥିବାବେଳେ ଥରେ ଲାଲ୍‌ କୃଷ୍ଣ ଆଡ୍‌ଭାଣୀ ଜୀ ମୋତେ ନ ଡରିବାକୁ ଆଶ୍ୱସନା ମଧ୍ୟ ଦେଇଥିଲେ।’’

ଅଣ୍ଡରୱାଲ୍ଡରୁ ଧମକ ଆସିବା ସମୟରେ  ପ୍ରୀତି ସିକ୍ୟୁରିଟି ନେବାକୁ ମନା କରି ଦେଇଥିଲେ।  କିନ୍ତୁ  କିଛି ପୁଲିସ୍‌, ୟୁନିଫର୍ମ ନ ପିନ୍ଧି ତାଙ୍କ ସହ ସେଟ୍‌ରେ ରହୁଥିବା ସେ କହିଛନ୍ତି।

Advertisment

ସୂଚନାଯୋଗ୍ୟ ତାଙ୍କୁ ଯେଉଁ ନମ୍ବରରୁ କଲ୍‌ ଆସୁଥିଲା ତାହା ହେଉଛି ପାକିସ୍ତାନୀ ଆଇ.ଏସ୍‌.ଡି. କୋଡ୍‌।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe