Advertisment

'ବିଗ୍‌ ବସ୍‌ ୧୩'ରେ ଏଣ୍ଟ୍ରି କରିବେ ଏହି ଏକ୍ସ ପ୍ରତିଯୋଗୀ

ମୁମ୍ବାଇ: ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’  ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ଫିନାଲେରେ ପହଞ୍ଚିବା ପାଇଁ ଜୋସ୍‌ ଭରିଗଲାଣି। ଆଉ ଏଥିପାଇଁ ସମସ୍ତେ ଲାଗିପଡ଼ିଲେଣି ପରସ୍ପରକୁ ହରାଇବା ପାଇଁ। ନିର୍ମାତା ମଧ୍ୟ ଶୋ’କୁ ଆହୁରି ମସାଲାଦାର କରିବା ପାଇଁ ନୂଆ ନୂଆ ଟ୍ୱିଷ୍ଟ ନେଇ ଆସୁଛନ୍ତି। ତେବେ ଏହା ମଧ୍ୟରେ ଘର ଭିତରକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଜଣେ ଲୋକପ୍ରିୟ ଏକ୍ସ ପ୍ରତିଯୋଗୀ। https://www.instagram.com/p/B7vRcaDl2sE/?utm_source=ig_web_copy_link ସୂଚନା ଅନୁଯାୟୀ, ଶୋ’ରେ […]

‘ବିଗ୍‌ ବସ୍‌’ ଘରେ ଏଣ୍ଟ୍ରି କଲେ ଦୁଇ ନୂଆ ସଦସ୍ୟ

bigboss

Advertisment

ମୁମ୍ବାଇ: ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌ ୧୩’  ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି। ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଏବେ ଫିନାଲେରେ ପହଞ୍ଚିବା ପାଇଁ ଜୋସ୍‌ ଭରିଗଲାଣି। ଆଉ ଏଥିପାଇଁ ସମସ୍ତେ ଲାଗିପଡ଼ିଲେଣି ପରସ୍ପରକୁ ହରାଇବା ପାଇଁ। ନିର୍ମାତା ମଧ୍ୟ ଶୋ’କୁ ଆହୁରି ମସାଲାଦାର କରିବା ପାଇଁ ନୂଆ ନୂଆ ଟ୍ୱିଷ୍ଟ ନେଇ ଆସୁଛନ୍ତି। ତେବେ ଏହା ମଧ୍ୟରେ ଘର ଭିତରକୁ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଜଣେ ଲୋକପ୍ରିୟ ଏକ୍ସ ପ୍ରତିଯୋଗୀ।

Advertisment

https://www.instagram.com/p/B7vRcaDl2sE/?utm_source=ig_web_copy_link

ସୂଚନା ଅନୁଯାୟୀ, ଶୋ’ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଜିନ୍‌ ୯ ର ବିଜେତା ପ୍ରିନ୍ସ ନରୁଲା। କୁହାଯାଉଛି, ଏକ ନୂଆ ଟ୍ୱିଷ୍ଟ ଆଣିବା ପାଇଁ ନିର୍ମାତା ପ୍ରିନ୍ସଙ୍କୁ ଘର ଭିତରକୁ ପଠାଇବେ। ତେବେ ପ୍ରିନ୍ସ ଏକ ଟାସ୍କ କରାଇବା ପାଇଁ ଆସିଥାଇପାରନ୍ତି। ଏହା ଶୋ’ର ସବୁଠୁ ଗୁରୁତ୍ୱପୂର୍ଣ୍ଣ ‘ଏଲିଟ୍‌ କ୍ଲବ’ ଟାସ୍କ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ  ପ୍ରିନ୍ସଙ୍କୁ ଦେଖି ଘରର ସଦସ୍ୟଙ୍କ ପ୍ରତିକ୍ରିୟା କେମିତି ହେବ, ତାହା ଦେଖିବା ବେଶ୍‌ ମଜାଦାର ହେବ ବୋଲି କୁହାଯାଉଛି।

ପ୍ରିନ୍ସଙ୍କ ଫ୍ୟାନ୍‌ ଫଲୋଇଂ ବହୁତ ଅଧିକ। ସେ ଆଜି ପର୍ଯ୍ୟନ୍ତ ପାଖାପାଖି ୪ଟି ରିଆଲିଟି ଶୋ’ ଜିତିସାରିଲେଣି। ତେଣୁ ପ୍ରିନ୍ସଙ୍କ ଏଣ୍ଟ୍ରି ଶୋ’ର ଟିଆରପିକୁ ଡବଲ୍‌ କରିଦେବ ବୋଲି ନିର୍ମାତା ଆଶା ରଖିଛନ୍ତି।

Advertisment

https://www.instagram.com/p/B5rvgBgFX1b/?utm_source=ig_web_copy_link

ପୂର୍ବ ସପ୍ତାହରେ ପ୍ରିନ୍ସଙ୍କ ବିଷୟରେ ପାରସ ଛାବ୍ରା ଏମିତି କିଛି କହିଥିଲେ ଯେଉଁଥିରେ ସେ ବହୁତ ରାଗିଯାଇଥିଲେ। ତେବେ ସେ ଘର ଭିତରକୁ ଯାଇ ପାରସ୍‌ଙ୍କର ଜମେଇକି କ୍ଲାସ୍‌ ନେବେ ବୋଲି ଚର୍ଚ୍ଚା ହେଉଛି। ପାରସ କହିଥିଲେ, ‘ପ୍ରିନ୍ସଙ୍କୁ ମୁଁ ହିଁ ବନେଇଛି। ମୋ ପାଇଁ ହିଁ ଆଜି ସେ ସଫଳ’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe