Advertisment

ପ୍ରିୟଙ୍କା ମୋ ବାୟୋପିକ୍‌ କରି ପାରିବେ: ଆଶା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ହିଁ ଆଶା ଭୋଷଲେଙ୍କ ବାୟୋପିକ୍‌ କରିବାକୁ ଫେବରାଇଟ୍‌ ହେବ। ଏହା ଆଉ କେହି ନୁହେଁ ନିଜେ ଆଶା କହିଛନ୍ତି। ଆଶା କହିଛନ୍ତି,“ପ୍ରିୟଙ୍କା ନିଜେ ଜଣେ ଗାଇକା। ତେଣୁ ସେ ଅନ୍ୟ ଜଣେ ଗାଇକାର ଭାବନାକୁ ଭଲରେ ବୁଝି ପାରିବେ। ନିଜ ୮୩ତମ ଜନ୍ମଦିନ ଅବସରରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ସେ ଏହା କହିଛନ୍ତି।

author-image
Rakesh Mallick
ଅଦ୍ୟତନ ହୋଇଛି
ପ୍ରିୟଙ୍କା ମୋ ବାୟୋପିକ୍‌ କରି ପାରିବେ: ଆଶା

asha_bhosle

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ହିଁ ଆଶା ଭୋଷଲେଙ୍କ ବାୟୋପିକ୍‌ କରିବାକୁ ଫେବରାଇଟ୍‌ ହେବ। ଏହା ଆଉ କେହି ନୁହେଁ ନିଜେ ଆଶା କହିଛନ୍ତି।

Advertisment

ଆଶା କହିଛନ୍ତି,“ପ୍ରିୟଙ୍କା ନିଜେ ଜଣେ ଗାଇକା। ତେଣୁ ସେ ଅନ୍ୟ ଜଣେ ଗାଇକାର ଭାବନାକୁ ଭଲରେ ବୁଝି ପାରିବେ। ନିଜ ୮୩ତମ ଜନ୍ମଦିନ ଅବସରରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ସେ ଏହା କହିଛନ୍ତି।