ପ୍ରିୟଙ୍କା ମୋ ବାୟୋପିକ୍‌ କରି ପାରିବେ: ଆଶା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ହିଁ ଆଶା ଭୋଷଲେଙ୍କ ବାୟୋପିକ୍‌ କରିବାକୁ ଫେବରାଇଟ୍‌ ହେବ। ଏହା ଆଉ କେହି ନୁହେଁ ନିଜେ ଆଶା କହିଛନ୍ତି।

ଆଶା କହିଛନ୍ତି,“ପ୍ରିୟଙ୍କା ନିଜେ ଜଣେ ଗାଇକା। ତେଣୁ ସେ ଅନ୍ୟ ଜଣେ ଗାଇକାର ଭାବନାକୁ ଭଲରେ ବୁଝି ପାରିବେ। ନିଜ ୮୩ତମ ଜନ୍ମଦିନ ଅବସରରେ ସାମ୍ବାଦିକମାନଙ୍କ ଏକ ପ୍ରଶ୍ନରେ ସେ ଏହା କହିଛନ୍ତି।

ଆହୁରି ପଢ଼ନ୍ତୁ

ତିଆରି ହେବ ସୁଶାନ୍ତଙ୍କ ଫିଲ୍ମ ‘ପାଣି’, ନିର୍ଦ୍ଦେଶକ ଦେଲେ ଇସାରା

ଶୁଟିଂ ସେଟ୍‌କୁ ଯାଇପାରିବେ ବରିଷ୍ଠ କଳାକାର

ବର୍ଷାଙ୍କ ଜନ୍ମଦିନରେ ପ୍ରଶଂସକଙ୍କ ପ୍ରଶଂସନୀୟ କାମ

ମୃତ୍ୟୁ ପୂର୍ବରୁ ଫେସ୍‌ବୁକ୍ ଲାଇଭ୍‌ରେ ଏମିତି କଥା କହିଥିଲେ ଏହି ଅଭିନେତ୍ରୀ

କ୍ଷମା ମାଗିଲେ ବିଗ୍ ବି’

ସୁଶାନ୍ତଙ୍କ ଅପେକ୍ଷାରେ ଫଜ୍, ଆଜି ବି କବାଟ ଖୋଲିଲେ…

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….