Advertisment

କମେଡି ଟକ୍‌ ଶୋ’ରେ ଟକିଲା ପିଇ ମୁହଁ ଖୋଲିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ହେଉ କି ହଲିଉଡ ସବୁଆଡ଼େ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା। ଏନବିସି ୟୁନିଭର୍ସାଲ ଟିଭି ଚାନେଲରେ ପ୍ରସାରିତ ହେଉଥିବା କମେଡି ଟକ୍ ଶୋ’ ‘ଦ ଏଲେନ୍‌ ଡିଜେନରେସ’ରେ ଟକିଲା ପିଇବା ପରେ ପ୍ରିୟଙ୍କାଙ୍କ ମୁହଁ ଆଉ ବନ୍ଦ ହୋଇ ନଥିଲା। ଶୋ’ର ହୋଷ୍ଟ ଏଲେନ୍‌ଙ୍କୁ ପ୍ରିୟଙ୍କା ନିଜର ମିସ୍‌ ୱାଲର୍ଡର କାହାଣୀ କହିବା ପରେ ଏଲେନ୍‌ ତାଙ୍କୁ ଟକିଲା ପିଇବା ପାଇଁ କହିଥିଲେ। ପ୍ରିୟଙ୍କା ଏହାକୁ ପିଇ ନିଜର ହୋସରେ ରହି ନ […]

କମେଡି ଟକ୍‌ ଶୋ’ରେ ଟକିଲା ପିଇ ମୁହଁ ଖୋଲିଲେ ପ୍ରିୟଙ୍କା

ellen-priyanka

Advertisment

ମୁମ୍ବାଇ: ବଲିଉଡ ହେଉ କି ହଲିଉଡ ସବୁଆଡ଼େ ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ନେଇ ଚର୍ଚ୍ଚା। ଏନବିସି ୟୁନିଭର୍ସାଲ ଟିଭି ଚାନେଲରେ ପ୍ରସାରିତ ହେଉଥିବା କମେଡି ଟକ୍ ଶୋ’ ‘ଦ ଏଲେନ୍‌ ଡିଜେନରେସ’ରେ ଟକିଲା ପିଇବା ପରେ ପ୍ରିୟଙ୍କାଙ୍କ ମୁହଁ ଆଉ ବନ୍ଦ ହୋଇ ନଥିଲା। ଶୋ’ର ହୋଷ୍ଟ ଏଲେନ୍‌ଙ୍କୁ ପ୍ରିୟଙ୍କା ନିଜର ମିସ୍‌ ୱାଲର୍ଡର କାହାଣୀ କହିବା ପରେ ଏଲେନ୍‌ ତାଙ୍କୁ ଟକିଲା ପିଇବା ପାଇଁ କହିଥିଲେ। ପ୍ରିୟଙ୍କା ଏହାକୁ ପିଇ ନିଜର ହୋସରେ ରହି ନ ଥିଲେ।

Advertisment

ଖବର ମୁତାବକ ନିଶାରେ ଚଳିତ ବର୍ଷ ହୋଇଥିବା ଆୱାର୍ଡ ଶୋ’ ‘ଇମିସ’ କୁ ପ୍ରିୟଙ୍କା କିଛି ନଖାଇ ଯାଇଥିଲେ ଓ ସେଠାରେ ଖାଲି ପେଟରେ ଟକିଲା ପିଇବା ପରେ ତାଙ୍କୁ ଜୋରରେ ନିଶା ହୋଇଯାଇଥିଲା ବୋଲି କହିଥିଲେ। ଖାଲି ସେତିକି ନୁହେଁ ସେ ଏହା ମଧ୍ୟ କହିଥିଲେ ଇଂରେଜ ଲୋକ ବହୁତ ମଦୁଆ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe