/odisha-reporter/media/post_attachments/uploads/2016/07/priyanka.jpg)
priyanka
ଲସ୍ଏଞ୍ଜଲେସ୍: ବଲିଉଡ୍ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ତାଙ୍କ ହଲିଉଡ୍ ଟିଭି ସିରିଜ୍ ‘କ୍ୱାଣ୍ଟିକୋ’ର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଶୁଟିଂର ପ୍ରଥମ ଦିନର ଫଟୋ ଇନ୍ଷ୍ଟଗ୍ରାମ୍ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ବ୍ରାଉନ୍ କଲର୍ ଟ୍ରାଉଜର୍ସ ସହ ସେହି ରଙ୍ଗର ଜ୍ୟାକେଟ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହିତ ସେ କ୍ୱାଣ୍ଟିକୋ-୨ ଶୁଟିଂର ଏହା ପ୍ରଥମ ଦିନ ବୋଲି କ୍ୟାପସନ୍ ଲେଖି ପୋଷ୍ଟ୍ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
