Advertisment

‘କ୍ୱାଣ୍ଟିକୋ’ର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କଲେ ପ୍ରିୟଙ୍କା

ଲସ୍‌ଏଞ୍ଜଲେସ୍: ବଲିଉଡ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ହଲିଉଡ୍‌ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଶୁଟିଂର ପ୍ରଥମ ଦିନର ଫଟୋ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ବ୍ରାଉନ୍‌ କଲର୍‌ ଟ୍ରାଉଜର୍ସ ସହ ସେହି ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହିତ ସେ କ୍ୱାଣ୍ଟିକୋ-୨ ଶୁଟିଂର ଏହା ପ୍ରଥମ ଦିନ ବୋଲି କ୍ୟାପସନ୍‌ ଲେଖି ପୋଷ୍ଟ୍‌ କରିଛନ୍ତି।

ପ୍ରିୟଙ୍କାଙ୍କ ଇନଷ୍ଟାଗ୍ରାମ୍‌ ଫଲୋଅର୍ସ ସଂଖ୍ୟା ୧ କୋଟି ଟପିଲା

priyanka

Advertisment

ଲସ୍‌ଏଞ୍ଜଲେସ୍: ବଲିଉଡ୍‌ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା ତାଙ୍କ ହଲିଉଡ୍‌ ଟିଭି ସିରିଜ୍‌ ‘କ୍ୱାଣ୍ଟିକୋ’ର ଦ୍ୱିତୀୟ ପର୍ଯ୍ୟାୟ ଶୁଟିଂ ଆରମ୍ଭ କରିଛନ୍ତି। ପ୍ରିୟଙ୍କା ଶୁଟିଂର ପ୍ରଥମ ଦିନର ଫଟୋ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପ୍ରିୟଙ୍କା ବ୍ରାଉନ୍‌ କଲର୍‌ ଟ୍ରାଉଜର୍ସ ସହ ସେହି ରଙ୍ଗର ଜ୍ୟାକେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହାସହିତ ସେ କ୍ୱାଣ୍ଟିକୋ-୨ ଶୁଟିଂର ଏହା ପ୍ରଥମ ଦିନ ବୋଲି କ୍ୟାପସନ୍‌ ଲେଖି ପୋଷ୍ଟ୍‌ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe