ନେପୋଟିଜମ୍‌ ପାଇଁ ହାତରୁ ଚାଲିଯାଇଥିଲା ଫିଲ୍ମ, ରାତି ସାରା କାନ୍ଦିଥିଲେ ପିସି

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ସୁଶାନ୍ତ ବଲିଉଡ୍‌ରେ ଚାଲିଥିବା ନେପୋଟିଜମ୍‌ର ଶିକାର ହୋଇଥିଲେ ଓ ସେଥିପାଇଁ ସେ ଡିପ୍ରେସନ୍‌ରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି। ଏ ଅଭିଯୋଗ ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ମାନେ ନେପୋଟିଜମ୍‌କୁ ନେଇ ନିଜ ନିଜର ମତ ରଖୁଛନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନେପୋଟିଜମ୍‌ ପାଇଁ ତାଙ୍କ ହାତରୁ ଗୋଟେ ଫିଲ୍ମ ପଳେଇଥିବା କଥା […]

pc

pc

Biswobandita Swain
  • Published: Tuesday, 30 June 2020
  • Updated: 30 June 2020, 02:26 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଜମ୍‌କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ସୁଶାନ୍ତ ବଲିଉଡ୍‌ରେ ଚାଲିଥିବା ନେପୋଟିଜମ୍‌ର ଶିକାର ହୋଇଥିଲେ ଓ ସେଥିପାଇଁ ସେ ଡିପ୍ରେସନ୍‌ରେ ଆସି ଆତ୍ମହତ୍ୟା କରିଥିବା ଅଭିଯୋଗ ହେଇଛି। ଏ ଅଭିଯୋଗ ସାମ୍ନାକୁ ଆସିବା ପରେ ବଲିଉଡ୍‌ କଳାକାର ମାନେ ନେପୋଟିଜମ୍‌କୁ ନେଇ ନିଜ ନିଜର ମତ ରଖୁଛନ୍ତି। ନିକଟରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନେପୋଟିଜମ୍‌ ପାଇଁ ତାଙ୍କ ହାତରୁ ଗୋଟେ ଫିଲ୍ମ ପଳେଇଥିବା କଥା କହିଛନ୍ତି।

ଏକ ସାକ୍ଷାତକାରରେ ପ୍ରିୟଙ୍କା କହିଛନ୍ତି ଯେ ନେପୋଟିଜମ୍‌ ପାଇଁ ତାଙ୍କୁ ଗୋଟେ ଫିଲ୍ମରୁ ବାହାର କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ଜଣେ ଷ୍ଟାର୍‌ କିଡ୍‌ଙ୍କ ପାଇଁ ସୁପାରିସ୍‌ ହୋଇଥିଲା। ସେଥିପାଇଁ ସେ ରାତି ସାରା କାନ୍ଦିଥିଲି।

ପିସି ଆହୁରି କହିଛନ୍ତି, ବଲିଉଡ୍‌ରେ ସବୁ ପ୍ରକାର ସମସ୍ୟା ରହିଛି। ଗୋଟେ ପ୍ରସିଦ୍ଧ ପରିବାରରେ ଜନ୍ମ ନେବା କିଛି ଭୁଲ୍‌ ନୁହେଁ। ଷ୍ଟାର୍‌ କିଡ୍‌ଙ୍କୁ ନିଜ ପରିବାରର ନାଁକୁ ନେଇ ବଞ୍ଚିବାକୁ ହୁଏ। ତଥାପି ସମସ୍ତଙ୍କର ଯାତ୍ରା ଭିନ୍ନ। ମୁଁ ମଧ୍ୟ ଏମିତି ଅନେକ ଘଟଣା ସାମ୍ନାର କରିଛି। ମୋତେ ଫିଲ୍ମରୁ ବାହାର କରିଦିଆଯିବା ପରେ ମୁଁ ବହୁତ କାନ୍ଦିଥିଲି। ତା’ପରେ ଆଗକୁ ବଢିଚାଲିଲି। କାରଣ ଯେଉଁମାନଙ୍କୁ ସଫଳତା ହାସଲ୍‌ କରିବାକୁ ଥାଏ, ସେମାନେ ନାନା ବାଧାବିଘ୍ନ ସତ୍ତ୍ୱେ ବି ଆଗକୁ ବଢିଚାଲନ୍ତି।

ପ୍ରିୟଙ୍କା ନିଜର କାମ ପାଇଁ ଢେର୍‌ ଲୋକପ୍ରିୟତା ସାଉଁଟିଛନ୍ତି। ବଲିଉଡ୍‌ ସହ ହଲିଉଡ୍‌ରେ ମଧ୍ୟ ପ୍ରିୟଙ୍କାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଶେଷଥର ପାଇଁ ପିସିଙ୍କୁ ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହ ଫରହାନ୍‌ ଅଖତର୍‌, ଜାୟରା ୱସିମ୍‌ ଏବଂ ରୋହିତ ଶରାଫ ମୁଖ୍ୟ ଭୂମିକାରେ ଥିଲେ। ୩ ବର୍ଷର ବିରତି ପରେ ପ୍ରିୟଙ୍କା ଏହି ବଲିଉଡ୍‌ ଫିଲ୍ମ କରିଥିଲେ। ପ୍ରିୟଙ୍କା ଆଗକୁ ନେଟ୍‌ଫ୍ଲିକ୍ସ ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍‌’ରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ରାଜକୁମାର ରାଓ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story