ନୂଆ ବାହାଘର, ନୂଆ ଉପହାର: ୪୬ କୋଟିର ଡ୍ରିମ୍‌ ହାଉସ୍‌

ମୁମ୍ବାଇ:  ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ବିବାହ ପରେ ଏବେ ନିଜ ଡ୍ରିମ୍‌ ହାଉସ୍‌କୁ ସିଫ୍ଟ୍‌ ହୋଇଗଲେଣି।  ୱେବ୍‌ସାଇଟ୍‌ TMZ ମୁତାବକ ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଏଞ୍ଜିଲିସ୍‌ରେ ଏକ ଘର କିଣିଛନ୍ତି। ଯାହାର ମୂଲ୍ୟ ୬୦ ଲକ୍ଷ ଡଲାର(୪୬ କୋଟି ଟଙ୍କା)। ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘରର ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ୱେବ୍‌ ସାଇଟ୍‌ ରିପୋର୍ଟ ମୁତାବକ ଘରଟି ୪,୧୨୯ ସ୍କ୍ୱାୟର ଫୁଟ୍‌ ସ୍ଥାନରେ ରହିଛି। […]

Untitled-1

Untitled-1

Sangita Sahoo
  • Published: Friday, 18 January 2019
  • Updated: 18 January 2019, 05:01 PM IST

Sports

Latest News

ମୁମ୍ବାଇ:  ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ବିବାହ ପରେ ଏବେ ନିଜ ଡ୍ରିମ୍‌ ହାଉସ୍‌କୁ ସିଫ୍ଟ୍‌ ହୋଇଗଲେଣି।  ୱେବ୍‌ସାଇଟ୍‌ TMZ ମୁତାବକ ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଏଞ୍ଜିଲିସ୍‌ରେ ଏକ ଘର କିଣିଛନ୍ତି। ଯାହାର ମୂଲ୍ୟ ୬୦ ଲକ୍ଷ ଡଲାର(୪୬ କୋଟି ଟଙ୍କା)।

ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘରର ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ୱେବ୍‌ ସାଇଟ୍‌ ରିପୋର୍ଟ ମୁତାବକ ଘରଟି ୪,୧୨୯ ସ୍କ୍ୱାୟର ଫୁଟ୍‌ ସ୍ଥାନରେ ରହିଛି।

ପ୍ରିୟଙ୍କା ଚୋପ୍ରା  ଓ ନିକ୍‌ ଜୋନସ୍‌ଙ୍କ  ଏହି ଘରେ ୫ଟି ବେଡ୍‌ରୁମ୍‌ ରହିଛି। ଏହା ଛଡ଼ା ଏଠାରେ ସ୍ୱିମିଂ ପୁଲ୍‌ ବି ଅଛି।  ପ୍ରିୟଙ୍କାଙ୍କ ଘରୁ ପାହାଡ଼ର ଦୃଶ୍ୟପଟ ଖୁବ୍‌ ସୁନ୍ଦର ଦିଶୁଛି।

ୱେବ୍‌ ସାଇଟ୍‌ର ରିପୋର୍ଟ ମୁତାବକ ନିକ୍‌ ଜୋନସ୍ ପ୍ରିୟଙ୍କାଙ୍କୁ ପ୍ରପୋଜ୍‌ କରିବାର କିଛି ମାସ ପୂର୍ବରୁ ଏହି ଘର କିଣିଥିଲେ।

ପ୍ରିୟଙ୍କା ଚୋପ୍ରାଙ୍କର ମୁମ୍ବାଇରେ ବି ଘର ଅଛିଳ ଯାହାକୁ ସେ ୨୦୧୬ରେ କିଣିଥିଲେ।  ରିପୋର୍ଟ୍‌ ମୁତାବକ ଏହି ଘରର ମୁଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା। ଏହା ଛଡ଼ା ପ୍ରିୟଙ୍କାଙ୍କର ନ୍ୟୁୟର୍କରେ ବି ସମ୍ପତ୍ତି ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story