ଦୁଇ ସପ୍ତାହରୁ ଅଧିକ ଦିନ ଦୂରେଇ ରହି ପାରନ୍ତିନି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ ପରସ୍ପରଠାରୁ ଦୁଇ ସପ୍ତାହରୁ ଅଧିକ ଦିନ ଦୂରେଇ ରହିପାରନ୍ତି ନାହିଁ। ୧୫ ଦିନ ଭାରତରେ ରହି ଆମେରିକା ଫେରିଯିବା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏ କଥା କହିଥିଲେ। ସେ କହିଥିଲେ,“ଆମ ବାହାଘର ଆଧୁନିକ ଯୁଗର ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍‌ଶିପ୍ ଭଳି। ତେବେ ଆମେ ପରସ୍ପରଠାରୁ ଦୁଇ ସପ୍ତାହରୁ ଅଧିକ ଦିନ ଦୂରେଇ ରହି ପାରୁନାହିଁ। ଆମେ ଦୁହେଁ ପୃଥିବୀର ଯେକୌଣସି କୋଣରେ […]

p1

p1

Puspanjali Panda
  • Published: Monday, 07 October 2019
  • Updated: 07 October 2019, 01:45 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନାସ୍‌ ପରସ୍ପରଠାରୁ ଦୁଇ ସପ୍ତାହରୁ ଅଧିକ ଦିନ ଦୂରେଇ ରହିପାରନ୍ତି ନାହିଁ। ୧୫ ଦିନ ଭାରତରେ ରହି ଆମେରିକା ଫେରିଯିବା ପୂର୍ବରୁ ଏକ ସାକ୍ଷାତକାରରେ ପ୍ରିୟଙ୍କା ଏ କଥା କହିଥିଲେ।

ସେ କହିଥିଲେ,“ଆମ ବାହାଘର ଆଧୁନିକ ଯୁଗର ଲଙ୍ଗ୍ ଡିଷ୍ଟାନ୍ସ ରିଲେସନ୍‌ଶିପ୍ ଭଳି। ତେବେ ଆମେ ପରସ୍ପରଠାରୁ ଦୁଇ ସପ୍ତାହରୁ ଅଧିକ ଦିନ ଦୂରେଇ ରହି ପାରୁନାହିଁ। ଆମେ ଦୁହେଁ ପୃଥିବୀର ଯେକୌଣସି କୋଣରେ ଥିଲେ ବି ଦୁଇ ସପ୍ତାହରେ ନିଶ୍ଚୟ ଏକାଠି ହେଉ।” ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରି ସେ ଆଗକୁ ବଢୁଥିବା ପ୍ରିୟଙ୍କା କହିଥିଲେ।

ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍‌’ ଅକ୍ଟୋବର ୧୧ ତାରିଖରେ ରିଲିଜ୍‌ ହେବାକୁ ଯାଉଛି। ଏହାର ପ୍ରମୋସନ୍ କରିବାକୁ ପ୍ରିୟଙ୍କା ଭାରତ ଆସିଥିଲେ। ସେ ଫର୍‌ହାନ୍ ଅଖ୍‌ତର୍‌ ଓ ରୋହିତ ସରାଫ୍‌ଙ୍କ ସହ ଦେଶର ଭିନ୍ନ ସ୍ଥାନକୁ ଯାଇ ଫିଲ୍ମର ପ୍ରମୋସନ୍ କରିଥିଲେ। ଏମିତିକି ଏହାର ପ୍ରମୋସନ୍ ପାଇଁ ପ୍ରିୟଙ୍କା ଟେଲିଭିଜନରେ ପ୍ରସାରିତ ହେଉଥିବା ବିଭିନ୍ନ ଶୋ’ରେ ମଧ୍ୟ ସାମିଲ ହୋଇଥିଲେ। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ଆମେରିକା ଚାଲି ଯାଇଛନ୍ତି। ଗତକାଲି ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଆମେରିକା ଯିବା ପୂର୍ବରୁ ସେ ନର୍ଥ ମୁମ୍ବାଇର ସାର୍ବଜନୀନ ଦୁର୍ଗାପୂଜା ମଣ୍ଡପକୁ ଯାଇ ମା’ଙ୍କ ଆଶୀର୍ବାଦ ନେଇଥିଲେ।

https://www.instagram.com/p/B3SboRonU-2/?utm_source=ig_web_copy_link

‘ଦ ସ୍କାଇ ଇଜ୍‌ ପିଙ୍କ୍’ରେ ପ୍ରିୟଙ୍କା, ଫର୍‌ହାନ୍‌ ଓ ରୋହିତ ସରାଫଙ୍କ ସହିତ ଜାୟରା ୱାସିମ୍‌ ମଧ୍ୟ ଅଭିନୟ କରିଛନ୍ତି। ପ୍ରିୟଙ୍କା ଏଥିରେ ଜାୟରାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story