ପ୍ରିୟଙ୍କା ପୁଣି ଭାଇରାଲ୍‌

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଏବେ ଭାରତରେ ଅଛନ୍ତି। ବହୁତ ଦିନ ପରେ ‘ସ୍କାଇ ଇଜ୍‌ ଫିଙ୍କ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍ ହୋଇଥିଲା। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ତେଣୁ ପ୍ରିୟଙ୍କା ଏହାର ପ୍ରମୋସନ୍‌ରେ ଲାଗିପଡ଼ିଛନ୍ତି। ସେ ଭିନ୍ନ ଭିନ୍ନ ରିଆଲିଟି ଶୋ’ ଓ ଇଭେଣ୍ଟକୁ ଯାଇ ଫିଲ୍ମର ପ୍ରମୋସନ୍‌ କରୁଛନ୍ତି। ନିକଟରେ ସେ ଅହମ୍ମଦାବାଦର ଏକ […]

PRIY

PRIY

Chinmayee Roy
  • Published: Thursday, 03 October 2019
  • Updated: 03 October 2019, 11:18 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନ୍‌ସ ଏବେ ଭାରତରେ ଅଛନ୍ତି। ବହୁତ ଦିନ ପରେ ‘ସ୍କାଇ ଇଜ୍‌ ଫିଙ୍କ୍’ ଫିଲ୍ମ ଜରିଆରେ ସେ ବଲିଉଡ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍ ହୋଇଥିଲା। ଫିଲ୍ମଟି ଅକ୍ଟୋବର ୧୧ରେ ରିଲିଜ୍‌ ହେବ। ତେଣୁ ପ୍ରିୟଙ୍କା ଏହାର ପ୍ରମୋସନ୍‌ରେ ଲାଗିପଡ଼ିଛନ୍ତି। ସେ ଭିନ୍ନ ଭିନ୍ନ ରିଆଲିଟି ଶୋ’ ଓ ଇଭେଣ୍ଟକୁ ଯାଇ ଫିଲ୍ମର ପ୍ରମୋସନ୍‌ କରୁଛନ୍ତି। ନିକଟରେ ସେ ଅହମ୍ମଦାବାଦର ଏକ ଦାଣ୍ଡିଆ ନାଇଟ୍‌ କାର୍ଯ୍ୟକ୍ରମକୁ ନିଜ ଫିଲ୍ମର ପ୍ରମୋସନ୍‌ କରିବାକୁ ଯାଇଥିଲେ, ଯେଉଁଥିରେ ତାଙ୍କ ଲୁକ୍‌ ଥିଲା ପୂରା ଜବରଦସ୍ତ।

ପ୍ରିୟଙ୍କାଙ୍କୁ ଏଥିରେ ପାରମ୍ପରିକ ନାଲ୍‌ ଲୁକ୍‌ରେ ଦେଖିବାକୁ ମିଳିଥିଲା। ସେ ସବୁଜ ରଙ୍ଗର ଭେଲ୍‌ଭେଟ୍‌ ଡ୍ରେସ୍‌ ପିନ୍ଧିଥିଲେ। ଆଉ ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍ କରୁଥିଲା ତାଙ୍କ କାନର ବଡ଼ ବଡ଼ ଗୋଲ୍‌ଡେନ୍‌ ଝୁମ୍‌କା ଓ ସିନ୍ଥି। ଏଥିସହ ସେ ହାତରେ ମ୍ୟାଚିଙ୍ଗ୍ ଚୁଡ଼ି ମଧ୍ୟ ପିନ୍ଧିଥିଲେ। ପ୍ରିୟଙ୍କାଙ୍କର ଏହି ଲୁକ୍‌ର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି।

ତେବେ ଆପଣ ଜାଣନ୍ତି,  ତାଙ୍କର ଏହି ସୁନ୍ଦର ଡ୍ରେସ୍‌ର ମୂଲ୍ୟ କେତେ ? ସୂଚନା ଅନୁୟାୟୀ, ଏହାର ଦାମ୍ ୧ ଲକ୍ଷ ୬୫ ହଜାର ଟଙ୍କା।

ପ୍ରିୟଙ୍କା ଏହି ଇଭେଣ୍ଟକୁ କୋ-ଷ୍ଟାର୍‌ ରୋହିତ ସରାଫଙ୍କ ସହ ଯାଇଥିଲେ। ସେଠାରେ ସେମାନେ ନାଚିବା ସହିତ ବହୁତ ମଜାମସ୍ତି କରିଥିଲେ। ଏହାର ଭିଡିଓ ବି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

https://www.instagram.com/p/B3AYz8yl39h/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଦ ସ୍କାଇ ଇଜ୍‌ ପିଙ୍କ୍’ରେ ପ୍ରିୟଙ୍କା ଓ ରୋହିତ ସରାଫଙ୍କ ବ୍ୟତୀତ ଫର୍‌ହାନ୍‌ ଅଖ୍‌ତର୍ ଓ ଜାୟରା ୱାସିମ୍‌ ମଧ୍ୟ ଅଭିନୟ କରିଛନ୍ତି। ପ୍ରିୟଙ୍କା ଫିଲ୍ମରେ ଜାୟରାଙ୍କ ମା’ ଭୂମିକାରେ ଅଭିନୟ କରିଛନ୍ତି।  ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ। ଫିଲ୍ମଟି ସେପ୍ଟେମ୍ବର ୧୩ରେ କାନାଡାର ଟରୋଣ୍ଟୋ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇଥିଲା। ଭାରତରେ ଏହି ସିନେମା ଅକ୍ଟୋବର ୧୧ ତାରିଖରେ ପରଦାକୁ ‌ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story