/odisha-reporter/media/post_attachments/uploads/2016/09/priyanka-1.jpg)
priyanka-1
ମୁମ୍ବାଇ: ଦେଶୀ ଗାର୍ଲ ପ୍ରିୟଙ୍କା ଏବେ ଆମେରିକାରେ ଜଣେ ଖୁବ୍ ଜଣାଶୁଣା ସେଲିବ୍ରିଟି। ଟିଭି ଧାରାବାହିକ କ୍ୱାଣ୍ଟିକୋ ଏବଂ ହଲିଉଡ ସିନେମା ବେୱାଚ୍ ତାଙ୍କୁ ଆଣିଦେଇଛି ସଫଳତା। ଚଳିତବର୍ଷ ଅନୁଷ୍ଠିତ ହୋଇଥିବା ଏମି ଆୱାର୍ଡ ଉତ୍ସବରେ ପ୍ରିୟଙ୍କା ପହଁଞ୍ଚିଥିଲେ ଲାଲ୍ ପରୀ ସାଜି।
Advertisment
ଡିଜାଇନର ରେଡ୍ ଗାଉନ ଏବଂ ବ୍ରାୟନ ଏଟବୁଡ୍ ପିନ୍ଧି ରେଡ୍ କାର୍ପେଟରେ ନିଜର ଜଲୱା ଦେଖାଇଥଲେ ପ୍ରିୟଙ୍କା। ରେଡ୍ ଗାଉନରେ ଖୁବ୍ ଆକର୍ଷଣୀୟ ଦେଖାଯାଉଥିବା ପ୍ରିୟଙ୍କ। ଇନଷ୍ଟାଗ୍ରାମରେ ନିଜର ଭିଡିଓ ଓ ଫଟୋ ପୋଷ୍ଟ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
