Advertisment

ବିଦେଶୀ ସ୍ୱାମୀଙ୍କୁ ଦେଶୀ ନାଁ ଦେଲେ ପ୍ରିୟଙ୍କା

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ ଏବେ ଏକ ଦେଶୀ ନାଁରେ ଡାକୁଛନ୍ତି। ସେ କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି। https://www.instagram.com/p/B5WDDuNH0Bs/?utm_source=ig_web_copy_link ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ […]

ସିଡ଼ିରେ ଖସୁ ଖସୁ ବର୍ତ୍ତିଗଲେ ପ୍ରିୟଙ୍କା, ଭିଡିଓ ଭାଇରାଲ୍‌

Priyanick11

Advertisment

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ୍ ଜୋନାସ୍‌ଙ୍କୁ ଏବେ ଏକ ଦେଶୀ ନାଁରେ ଡାକୁଛନ୍ତି। ସେ କରିଥିବା ଏକ ଇନ୍‌ଷ୍ଟାଗ୍ରାମ୍ ପୋଷ୍ଟରୁ ଏ କଥା ସାମ୍ନାକୁ ଆସିଛି। ତା’ହେଲେ ଦେଶୀ ଗର୍ଲଙ୍କର ବିଦେଶୀ ସ୍ୱାମୀଙ୍କର ସେହି ଦେଶୀ ନାଁଟି କ’ଣ? ପ୍ରିୟଙ୍କା ତାଙ୍କୁ ‘ବାବୁ’ ବୋଲି ଡାକୁଛନ୍ତି।

Advertisment

https://www.instagram.com/p/B5WDDuNH0Bs/?utm_source=ig_web_copy_link

ଆପଣମାନେ ତ ଜାଣିଥିବେ ପ୍ରିୟଙ୍କା ଓ ନିକ୍‌ ଜୋନସ୍‌ଙ୍କ ବାହାଘରକୁ ବର୍ଷେ ପୂରିବାକୁ ବସିଲାଣି। ଏଥିପାଇଁ ଆନିଭର୍ସରି ପୂର୍ବରୁ ପ୍ରିୟଙ୍କା ନିଜ ସ୍ୱାମୀଙ୍କୁ ଏକ କ୍ୟୁଟ୍ ଉପହାର ଦେଇଛନ୍ତି। ସେ ନିକ୍‌ଙ୍କୁ ‘ଗିନୋ’ ନାମକ ଏକ ଜର୍ମନ ଶେଫର୍ଡ଼ କୁକୁର ଉପହାରରେ ଦେଇଛନ୍ତି। ଏ ଗିଫ୍ଟ ବିଷୟରେ ନିକ୍‌ ନିଜ ଇନ୍‌ଷ୍ଟାଗ୍ରମ୍‌ରେ ଫଟୋ ଓ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି। ଆଉ ଏହି ପୋଷ୍ଟରେ ପ୍ରିୟଙ୍କା କମେଣ୍ଟ ଦେଇ ଲେଖିଛନ୍ତି, ‘ହାପି ଅଲ୍‌ମୋଷ୍ଟ ଆନିଭର୍ସରି ବାବୁ। ତୁମର ଚେହେରା ବହୁତ ମଜାଦାର୍‌ ଲାଗୁଛି ବାବୁ।’

ଏହି କମେଣ୍ଟରୁ ଜଣାପଡ଼ୁଛି ଯେ ପ୍ରିୟଙ୍କା ତାଙ୍କ ସ୍ୱାମୀଙ୍କର ଏହି ଦେଶୀ ନାଁ ରଖିଛନ୍ତି। ନାଁଟି ବି ଭାରି ବଢ଼ିଆ ହୋଇଛି।  ଆପଣମାନେ ତ ଜାଣିଥିବେ ଭାରତରେ ଏହି ‘ବାବୁ’ ନାଁଟି କେତେ ପ୍ରିୟ। ନିଜ ପ୍ରେମୀ ତଥା ସ୍ୱାମୀଙ୍କୁ ପ୍ରାୟ ଝିଅ ଏହି ନାଁରେ ଡାକିବାକୁ ଭଲପା’ନ୍ତି। ତେଣୁ ପ୍ରିୟଙ୍କା ଅବା ଏଥିରୁ କେମିତି ବର୍ତ୍ତିଥା’ନ୍ତେ!publive-image

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe