ପ୍ରିୟଙ୍କାଙ୍କୁ ମିଳିଲା ଆଉ ଏକ ସଫଳତା

ମୁମ୍ବାଇ: ୨୦୧୭ -୧୮ ପାଇଁ ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ୧୦୦ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଭିନେତ୍ରୀ ତଥା  ନ୍ୟୁଲି ମ୍ୟାରେଡ୍‌ ବଲିଉଡ୍‌ ‘ଦେଶୀ ଗର୍ଲ’ ପ୍ରିୟଙ୍କା ଚୋପ୍ରା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଗଣମାଧ୍ୟମ ଏବଂ ମନୋରଞ୍ଜନ ବର୍ଗରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ପ୍ରିୟଙ୍କା ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ୧୫ ତମ ସ୍ଥାନରେ ଅଛନ୍ତି। ଏହା ସହ ଫୋର୍ବସର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ମହିଳାଙ୍କ ତାଲିକାରେ […]

priyu

priyu

Sangita Sahoo
  • Published: Wednesday, 05 December 2018
  • Updated: 05 December 2018, 07:52 PM IST

ମୁମ୍ବାଇ: ୨୦୧୭ -୧୮ ପାଇଁ ଫୋର୍ବସ ପକ୍ଷରୁ ପ୍ରକାଶିତ ବିଶ୍ୱର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ୧୦୦ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଭିନେତ୍ରୀ ତଥା  ନ୍ୟୁଲି ମ୍ୟାରେଡ୍‌ ବଲିଉଡ୍‌ 'ଦେଶୀ ଗର୍ଲ' ପ୍ରିୟଙ୍କା ଚୋପ୍ରା ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି।

ଗଣମାଧ୍ୟମ ଏବଂ ମନୋରଞ୍ଜନ ବର୍ଗରେ ବିଶ୍ୱର ସବୁଠୁ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ପ୍ରିୟଙ୍କା ଏକମାତ୍ର ଭାରତୀୟ ଅଭିନେତ୍ରୀ ଭାବେ ୧୫ ତମ ସ୍ଥାନରେ ଅଛନ୍ତି।

ଏହା ସହ ଫୋର୍ବସର ମୋଷ୍ଟ୍‌ ପାୱାର୍‌ଫୁଲ୍‌ ମହିଳାଙ୍କ ତାଲିକାରେ ପ୍ରିୟଙ୍କାଙ୍କୁ ୯୪ତମ ରାଙ୍କ୍‌ ମିଳିଛି। ଏହି ତାଲିକାରେ ଭାରତର ରୋଶ୍‌ନୀ ମଲ୍‌ହୋତ୍ରା, ଶୋଭ୍‌ନା ଭର୍ତ୍ତିଆ ଓ କିରଣ ମଜୁମ୍‌ଦାର ମଧ୍ୟ ସାମିଲ୍‌ ଅଛନ୍ତି।

ତେବେ ଫୋର୍ବସର ସବୁଠୁ ଧନୀ ତାଲିକାରେ ଏଥର ପ୍ରିୟଙ୍କାଙ୍କ ରାଙ୍କ୍ ହ୍ରାସ ପାଇଛି। ତାଙ୍କୁ ଏହି ତାଲିକାରେ ୪୯ତମ ସ୍ଥାନ ମିଳିଛି। କିନ୍ତୁ ଗତ ବର୍ଷ ପ୍ରିୟଙ୍କାଙ୍କୁ ୭ମ ସ୍ଥାନ ମିଳିଥିଲା।

ଅନ୍ୟ ପକ୍ଷରେ ଫୋର୍ବସର ଭାରତୀୟ ସେଲିବ୍ରିଟି ଧନୀ ତାଲିକାରେ ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ଏକ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ୍‌ କୋହଲି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story