Advertisment

'ଓଡ଼ିଆ ସିନେମାକୁ ନ୍ୟାୟ ମିଳୁ'

ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ।

author-image
Manoj Swain

ଆମରଣ ଅନଶନରୁ ଭାଙ୍ଗିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଧାରଣା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ସନଲିସା। ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ।

Advertisment
Ollywood Mahasweta Ray Odisha