Advertisment

'ଓଡ଼ିଆ ସିନେମାକୁ ନ୍ୟାୟ ମିଳୁ'

ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ।

Advertisment

ଆମରଣ ଅନଶନରୁ ଭାଙ୍ଗିଲେ ପ୍ରଯୋଜିକା ସନଲିସା ପଟେଲ। କିନ୍ତୁ ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଧାରଣା ମଙ୍ଗଳବାର ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ସନଲିସା। ଭୁବନେଶ୍ୱର ଲୋୟର ପିଏମଜିରେ ସେ ଧାରଣାରେ ବସିଥିବା ବେଳେ ସେଠାରେ ମହାଶ୍ୱେତା ରାୟଙ୍କ ସମେତ ବହୁ ବିଶିଷ୍ଟ କଳାକାର ପହଞ୍ଚିଥିଲେ।

Advertisment
Odisha Ollywood Mahasweta Ray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe