‘କଭି ଇଦ୍‌ କଭି ଦିୱାଲି’ରେ ସଲ୍‌ମାନ୍‌ଙ୍କ ହିରୋଇନ୍ ହେବେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଯେବେଠୁ ନିଜ ଅପକମିଂ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ଘୋଷଣା କଲେଣି ସେବେଠୁ ସମସ୍ତେ ଜାଣିବାକୁ ଚାହୁଛନ୍ତି ଯେ ଫିଲ୍ମରେ ଲିଡ୍‌ ହିରୋଇନ୍‌ କିଏ ହେବେ। ତେବେ ସଲ୍‌ମାନ୍‌ ଟ୍ୱିଟ୍ କରି ନିଜର ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେବା ପରେ କୁହାଗଲା ଯେ ଏଥିରେ ଅଭିନେତ୍ରୀ କୃତି ସେନନ୍ ଅଭିନୟ କରିବେ। ହେଲେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି। https://www.instagram.com/p/B7jBMvyn5cc/?utm_source=ig_web_copy_link ସୂଚନା ଅନୁଯାୟୀ […]

sallu

sallu

Chinmayee Roy
  • Published: Wednesday, 12 February 2020
  • Updated: 12 February 2020, 12:06 PM IST

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର୍‌ ସଲ୍‌ମାନ୍‌ ଖାନ୍‌ ଯେବେଠୁ ନିଜ ଅପକମିଂ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ର ଘୋଷଣା କଲେଣି ସେବେଠୁ ସମସ୍ତେ ଜାଣିବାକୁ ଚାହୁଛନ୍ତି ଯେ ଫିଲ୍ମରେ ଲିଡ୍‌ ହିରୋଇନ୍‌ କିଏ ହେବେ। ତେବେ ସଲ୍‌ମାନ୍‌ ଟ୍ୱିଟ୍ କରି ନିଜର ନୂଆ ପ୍ରୋଜେକ୍ଟ ବିଷୟରେ ସୂଚନା ଦେବା ପରେ କୁହାଗଲା ଯେ ଏଥିରେ ଅଭିନେତ୍ରୀ କୃତି ସେନନ୍ ଅଭିନୟ କରିବେ। ହେଲେ ବର୍ତ୍ତମାନ ଆଉ ଜଣେ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି।

https://www.instagram.com/p/B7jBMvyn5cc/?utm_source=ig_web_copy_link

ସୂଚନା ଅନୁଯାୟୀ ସଲ୍‌ମାନଙ୍କ ଏହି ଫିଲ୍ମରେ ଅଭିନେତ୍ରୀ ପୂଜା ହେଗଡ଼େ ଲିଡ୍‌ ରୋଲ୍‌ରେ ନଜର ଆସିବେ। ସେ ଏହା ପୂର୍ବରୁ ଅକ୍ଷୟ କୁମାରଙ୍କ ସହ ସୁପରହିଟ୍‌ କମେଡ଼ି ଫିଲ୍ମ ‘ହାଉସ୍‌ଫୁଲ୍‌ ୪’ରେ ଅଭିନୟ କରିଥିଲେ। ପୂଜାଙ୍କୁ ବଲିଉଡ୍‌ରେ ପରିଚୟ ହ୍ରିତିକ୍‌ ରୋଶନ୍‌ଙ୍କ ଫିଲ୍ମ ‘ମହେଞ୍ଜୋଦାରୋ’ରୁ ମିଳିଥିଲା।

https://www.instagram.com/p/B71GDk6nLan/?utm_source=ig_web_copy_link

ତେବେ ଏହି ଖବରକୁ ନିର୍ମାତା ସାଜିଦ୍‌ ନାଦିଆଦୱାଲା କନଫର୍ମ କରି କହିଛନ୍ତି, ‘ପୂଜାଙ୍କ ସହ ଫିଲ୍ମ ‘ହାଉସଫୁଲ୍‌ ୪’ରେ କାମ କରିବା ପରେ ମୋତେ ଲାଗିଲା ଯେ ସେ ଏହି ରୋଲ୍‌ ପାଇଁ ପ୍ରଯୁଜ୍ୟ ସେ ହି କାହାଣୀରେ ଅନେକ ନୂତନତା ନେଇ ଆସିବେ।’ ‘କଭି ଇଦ୍‌ କଭି ଦିୱାଲି’ ଏକ ଫ୍ୟାମିଲି ଡ୍ରାମା ଫିଲ୍ମ।  ଫିଲ୍ମରେ ପୂଜା ସଲ୍‌ମାନଙ୍କ ପ୍ରେମିକା ଭୂମିକାରେ ଭିନୟ କରିବେ।

https://www.instagram.com/p/B7YmAF7nVUO/?utm_source=ig_web_copy_link

ସୂଚନାଯୋଗ୍ୟ, ‘କଭି ଇଦ୍‌ ଓ କଭି ଦିୱାଲୀ’ର ନିର୍ଦ୍ଦେଶନା ଦେବେ ‘ହାଉସଫୁଲ୍‌ ୪’ର ନିର୍ଦ୍ଦେଶକ ଫରହାଦ୍‌ ସାମଜି। ସାଜିଦ୍‌ ନାଦିଆଦୱାଲା ଫିଲ୍ମର କାହାଣୀ ଲେଖିଥିବା ବେଳେ ଏହାର ପ୍ରଯୋଜନା ଦାୟିତ୍ୱ ମଧ୍ୟ ନେଇଛନ୍ତି। ଅନ୍ୟପକ୍ଷରେ ସଲ୍‌ମାନ ଫିଲ୍ମ ‘ରାଧେ’ ମେ’ ୨୨ ତାରିଖରେ ରିଲିଜ୍ ହେବ। ଏଥିରେ ଦିଶା ପଟାନୀ, ଜ୍ୟାକି ଶ୍ରଫ୍ ଓ ରଣଦୀପ୍‌ ହୁଡ୍ଡା ପ୍ରମୁଖ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story