ବିବାହକୁ ମାସେ ନ ପୁରୁଣୁ ପୁନମ ପାଣ୍ଡେଙ୍କ ବଡ଼ ନିଷ୍ପତ୍ତି

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେମିତିରେ ବିବାଦ ସହ ପୁନମଙ୍କର ବହୁ ପୁରୁଣା ସମ୍ପର୍କ। ନିକଟରେ ନିଜ ବୟଫ୍ରେଣ୍ଡ୍ ସାମ୍ ଅହମଦ୍ ବମ୍ୱେଙ୍କୁ ସେ ବିବାହ କରିଥିଲେ। ହେଲେ ବିବାହର ମାତ୍ର ଦୁଇ ସପ୍ତାହ ପରେ ପୁନମ ସ୍ୱାମୀଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ। ସ୍ୱାମୀ ସାମ୍ ବମ୍ୱେ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୁନମ। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ […]

poonam-padey

poonam-padey

Pragnya Choudhury
  • Published: Thursday, 24 September 2020
  • Updated: 24 September 2020, 04:26 PM IST

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ନିଜ ବୋଲ୍ଡ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେମିତିରେ ବିବାଦ ସହ ପୁନମଙ୍କର ବହୁ ପୁରୁଣା ସମ୍ପର୍କ। ନିକଟରେ ନିଜ ବୟଫ୍ରେଣ୍ଡ୍ ସାମ୍ ଅହମଦ୍ ବମ୍ୱେଙ୍କୁ ସେ ବିବାହ କରିଥିଲେ। ହେଲେ ବିବାହର ମାତ୍ର ଦୁଇ ସପ୍ତାହ ପରେ ପୁନମ ସ୍ୱାମୀଙ୍କ ଉପରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।

ସ୍ୱାମୀ ସାମ୍ ବମ୍ୱେ ତାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ପୁନମ। ଏନେଇ ସେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ସାମଙ୍କୁ ଗିରଫ ମଧ୍ୟ କରିଥିଲା ପୁଲିସ। ପରେ ସାମ୍ ଜାମିନ ନେଇ ବାହାରକୁ ଆସିଥିବା ଜଣାପଡ଼ିଛି। ହେଲେ ଏପଟେ ପୁନମ୍ ବିବାହ ବିଚ୍ଛେଦ କଥା ଚିନ୍ତା କଲେଣି।

ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ପୁନମ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ସାମାନ୍ୟ ଏକ ଯୁକ୍ତିତର୍କକୁ କଥା ଏତେ ବଢ଼ିଗଲା ଯେ ସାମ୍ ତାଙ୍କ ଉପରେ ହାତ ଉଠାଇଥିଲେ। ଖାଲି ଏତିକି ନୁହେଁ ତାଙ୍କ ତଣ୍ଟି ଚିପି ଦେଇଥିଲେ। ଏପରି କି ସାମ୍ ତାଙ୍କ ମୁହଁକୁ ମୁଥ ମାରିଥିଲେ ଏବଂ ଚୁଟି ଝିଙ୍କି ଖଟରେ ମୁଣ୍ଡ ପିଟି ଦେଇଥିଲେ ବୋଲି ପୁନମ କହିଛନ୍ତି। ସେ କହିଛନ୍ତି ସେହି ସମୟରେ ତାଙ୍କୁ ଲାଗିଥିଲା ଯେ ସେ ଆଉ ବଞ୍ଚିବେନି।

ପୁନମ କହିଛନ୍ତି ଯେ, କଳେ ବଳେ କୌଶଳେ ସେ ରୁମରୁ ବାହାରକୁ ବାହାରିଥିଲେ। ତାଙ୍କ ହୋଟେଲ ଷ୍ଟାଫ୍ ଏନେଇ ପୁଲିସକୁ ଖବର ଦେଇଥିଲେ। ପରେ ପୁନମ ଥାନାରେ ଅଭିଯୋଗ କରିଥିଲେ ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି, ଏହି ସମୟରେ ସେ ଆଉ ସ୍ୱାମୀଙ୍କ ପାଖକୁ ଫେରିବାକୁ ଚାହୁଁ ନାହାନ୍ତି। ଯେଉଁ ବ୍ୟକ୍ତି ତମକୁ ପଶୁ ଭଳି ମାରପିଟ୍ କରିଥିବ, ଭବିଷ୍ୟତର ପରିଣାମ ବିଷୟରେ ଚିନ୍ତା ନ କରି ତା' ପାଖକୁ ଫେରିଯିବା ଏକ ଠିକ୍ ନିଷ୍ପତ୍ତି ବୋଲି ମୋତେ ଲାଗୁନାହିଁ।

ସୂଚନା ଯେ, ପୁନମ ପାଣ୍ଡେ ଏବଂ ସାମ୍ ଅହମଦ୍ ବମ୍ୱେ ସେପ୍ଟେମ୍ବର ୧୦ରେ ବିବାହ କରିଥିବା ନେଇ ସୋଶାଲ ମିଡିଆରେ ଘୋଷଣା କରିଥିଲେ। ଉଭୟ ନିଜ ହନିମୁନ ପାଇଁ ଗୋଆ ଯାଇଥିଲେ। ଲକଡାଉନ ବେଳେ ଜୁଲାଇ ୨୭ରେ ଉଭୟ ନିର୍ବନ୍ଧ କରିଥିଲେ। ସେପ୍ଟେମ୍ବର ୧ରେ ସେମାନେ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story