/odisha-reporter/media/post_attachments/uploads/2015/05/shradha.jpg)
shradha
ମୁମ୍ବାଇ: ଆଶିକି ଗାର୍ଲ ଶ୍ରଦ୍ଧା କାପୁରଙ୍କ ଉପରେ ଭାଗ୍ୟ ଦେବୀ ଆଶୀର୍ବାଦ ଢାଳି ଦେଇଛନ୍ତି କହିଲେ ଭୁଲ୍ ହବନି। ଏବିସିଡି-୨ ପରେ ଏବେ ତାଙ୍କୁ ଦେଖିବାକୁ ମିଳିବ ରକ୍ ଅନର ସିକ୍ୱେଲରେ। ରକ୍ ଅନ-୨କୁ ନେଇ ସେ ବେଶ୍ ଉତ୍ସାହୀ ମଧ୍ୟ ଅଛନ୍ତି। କାରଣ ତାଙ୍କୁ ଏହି ଫିଲ୍ମରେ ଗାଇବାକୁ ମିଳିଛି ଗୋଟେ ଗୀତ। ଆଉ ସେହି ଗୀତରେ ନିଜେ ଅଭିନୟ ମଧ୍ୟ କରୁଛନ୍ତି ଶ୍ରଦ୍ଧା। ଜଣେ ମ୍ୟୁଜିସିୟାନ ଭୂମିକାରେ ଅଭିନୟ କରୁଥିବା ମିସ୍ କପୁରଙ୍କ ଗାଇକି ସାଙ୍ଗକୁ ଦମଦାର ଆକ୍ଟିଂ ଦେଖିବାକୁ ମିଳିବ ଏହି ଫିଲ୍ମରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
