Advertisment

ପୁନୀତ ପାଠକ ହେଲେ ‘ଖତରୋଂ କେ ଖୀଲାଡି-୯’ର ବିଜେତା

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଂ କେ ଖୀଲାଡି ସିଜନ୍‌-୯’ ସରିଯାଇଛି। ଚଳିତ ସିଜନ୍‌ରେ ପୁନୀତ ପାଠକ ବିଜେତା ହୋଇଛନ୍ତି। ପୁନୀତ୍‌ଙ୍କୁ ୨୦ଲକ୍ଷ ଟଙ୍କା ସହ ମାରୁତି କାର ପୁରସ୍କାର  ରାଶି ଭାବେ ମିଳିଛି।  ଫାଇନାଲ୍‌ରେ ପୁନୀତ୍‌ଙ୍କୁ ଆଦିତ୍ୟ ନାରାୟଣ କଡା ଟକ୍କର ଦେଇଥିଲେ। ଷ୍ଟଣ୍ଡ ଉପରେ ଆଧାରିତ ଏହି ଶୋରେ ଟପ୍‌-୩ରେ ପୁନୀତ୍‌ , ଆଦିତ୍ୟଙ୍କ ସହ ଟେଲି ଅଭିନେତ୍ରୀ ରିଧିମାଙ୍କୁ ଦେଖିବାକୁ ମିଳିଥିଲା। ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ […]

ପୁନୀତ ପାଠକ ହେଲେ ‘ଖତରୋଂ କେ ଖୀଲାଡି-୯’ର ବିଜେତା

punit

Advertisment

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ‘ଖତରୋଂ କେ ଖୀଲାଡି ସିଜନ୍‌-୯’ ସରିଯାଇଛି। ଚଳିତ ସିଜନ୍‌ରେ ପୁନୀତ ପାଠକ ବିଜେତା ହୋଇଛନ୍ତି। ପୁନୀତ୍‌ଙ୍କୁ ୨୦ଲକ୍ଷ ଟଙ୍କା ସହ ମାରୁତି କାର ପୁରସ୍କାର  ରାଶି ଭାବେ ମିଳିଛି।  ଫାଇନାଲ୍‌ରେ ପୁନୀତ୍‌ଙ୍କୁ ଆଦିତ୍ୟ ନାରାୟଣ କଡା ଟକ୍କର ଦେଇଥିଲେ। ଷ୍ଟଣ୍ଡ ଉପରେ ଆଧାରିତ ଏହି ଶୋରେ ଟପ୍‌-୩ରେ ପୁନୀତ୍‌ , ଆଦିତ୍ୟଙ୍କ ସହ ଟେଲି ଅଭିନେତ୍ରୀ ରିଧିମାଙ୍କୁ ଦେଖିବାକୁ ମିଳିଥିଲା।

Advertisment

ବଲିଉଡ୍‌ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଶୋର ହୋଷ୍ଟ ଥିବାବେଳେ ଗ୍ରାଣ୍ଡ ଫିନାଲେରେ ଅକ୍ଷର କୁମାରଙ୍କ ଏଣ୍ଟ୍ରି ହୋଇଥିଲା। ଅକ୍ଷୟ ଫିନାଲେରେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

publive-imageସୂଚନା ଅନୁଯାୟୀ, ଖତରୋଂ କି ଖିଲାଡି ସିଜନ୍‌-୯ ଜାନୁଆରୀ ୫ରୁ ଆରମ୍ଭ ହୋଇଥିଲା। ଆରମ୍ଭରୁ ଏହି ଶୋ ସବୁଠୁ ଅଧିକ ଟିଆର୍‌ପି ହାତେଇଛି। ଶନିବାର, ରିବାବାର ରାତି ୯ରେ ପ୍ରସାରିତ ହେଉଥିବା ଏହି ଶୋର ହୋଷ୍ଟ ବଲିଉଡ୍‌ ନିର୍ଦ୍ଦେଶକ ରୋହିତ ସେଟ୍ଟୀ କରନ୍ତି।  ଶୋର ପ୍ରତି ଏପିସୋଡରେ ଜବରଦସ୍ତ ଷ୍ଟଣ୍ଟ ଦେଖିବାକୁ ମିଳେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe