ରାଧିକାଙ୍କୁ ଆଉ ଏକ ସମ୍ମାନ

 ମୁମ୍ବାଇ: ଅନ୍ତର୍ଜାତୀୟ ଏମି ଆୱାର୍ଡ ପାଇଁ କିଛି ଦିନ ତଳେ କଳାକାରଙ୍କ ସୂଚୀ ଜାରି କରାଯାଇଥିଲା। ଏଥିରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେଙ୍କ ନାଁ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବେ ରାଧିକାଙ୍କ ପାଖକୁ ତାଙ୍କର ମନୋନୟନ ମେଡାଲ ପହଞ୍ଚି ଯାଇଥିବା ବେଳେ ସେ ତାହାର ଫଟୋ ଶେଆର କରି ନିଜର ଖୁସି ଜାହିର କରିଛନ୍ତି। ଅନ୍ତର୍ଜାତୀୟ ଏମି ଆୱାର୍ଡ ଉତ୍ସବ ସୋମବାର ଦିନ ଥିବାବେଳେ ଏହାର ପୂର୍ବ ଦିନ ମନୋନୟନ ହୋଇଥିବା ସମସ୍ତ କଳାକାରଙ୍କୁ ସେମାନଙ୍କ ମେଡାଲ […]

radhika

radhika

Biswobandita Swain
  • Published: Monday, 25 November 2019
  • Updated: 25 November 2019, 12:27 PM IST

 ମୁମ୍ବାଇ: ଅନ୍ତର୍ଜାତୀୟ ଏମି ଆୱାର୍ଡ ପାଇଁ କିଛି ଦିନ ତଳେ କଳାକାରଙ୍କ ସୂଚୀ ଜାରି କରାଯାଇଥିଲା। ଏଥିରେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେଙ୍କ ନାଁ ସାମିଲ ହୋଇଥିବାର ଦେଖାଯାଇଥିଲା। ଏବେ ରାଧିକାଙ୍କ ପାଖକୁ ତାଙ୍କର ମନୋନୟନ ମେଡାଲ ପହଞ୍ଚି ଯାଇଥିବା ବେଳେ ସେ ତାହାର ଫଟୋ ଶେଆର କରି ନିଜର ଖୁସି ଜାହିର କରିଛନ୍ତି।

ଅନ୍ତର୍ଜାତୀୟ ଏମି ଆୱାର୍ଡ ଉତ୍ସବ ସୋମବାର ଦିନ ଥିବାବେଳେ ଏହାର ପୂର୍ବ ଦିନ ମନୋନୟନ ହୋଇଥିବା ସମସ୍ତ କଳାକାରଙ୍କୁ ସେମାନଙ୍କ ମେଡାଲ ପଠାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ଏହି ଉତ୍ସବ ହିଲ୍ଟନ ନ୍ୟୁୟର୍କ ହୋଟେଲରେ ହେବ। ଏଥର ଏମି ଆୱାର୍ଡରେ ବଲିଉଡର ୩ଟି ଫିଲ୍ମ ସାକ୍ରେଡ ଗେମ୍ସ, ଲଷ୍ଟ ଷ୍ଟୋରିଜ୍ ଓ ଦ ରିମିକ୍ସକୁ ଆୱାର୍ଡ ପାଇଁ ମନୋନିତ କରାଯାଇଛି। ରାଧିକାଙ୍କୁ ଫିଲ୍ମ ଲଷ୍ଟ ଷ୍ଟୋରିଜ୍ ପାଇଁ ବେଷ୍ଟ ପରଫର୍ମାନ୍ସ ଆକ୍ଟ୍ରେସ୍ ଭାବେ ମନୋନୀତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story