Advertisment

ରାଧିକାଙ୍କ ଆଡଲ୍ଟ ଭିଡିଓ ଭାଇରାଲ: ମାମଲା ରୁଜୁ କଲା ମୁମ୍ବାଇ ପୁଲିସ୍

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଏକ ଆଡଲ୍ଟ ଭିଡିଓ ଲିକ୍ କରାଯିବା ଘଟଣାରେ ମୁମ୍ବାଇ ପୁଲିସର ସାଇବର ସେଲ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଜଣା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଏହି ମାମଲା। ଗତ ସପ୍ତାହରେ ଆପ୍ତେଙ୍କର ଏହି ଆଡଲ୍ଟ ଭିଡିଓ ୱେବସାଇଟରେ ଭାଇରାଲ ହୋଇଯିବା ପରେ ନିର୍ଦେଶକ ଅନୁରାଗ କାଶ୍ୟପ ଥାନାରେ ଅଭିଯୋଗ କରିଥିଲେ। ରାଧିକା ଆପ୍ତେଙ୍କର ଲିକ୍ ହୋଇଥିବା ଆଡଲ୍ଟ ଭିଡିଓଟି ହେଉଛି ଅନୁରାଗ କାଶ୍ୟପଙ୍କ ନିର୍ଦେଶିତ ଆଗାମୀ କ୍ଷୁଦ୍ର […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଧିକାଙ୍କ ଆଡଲ୍ଟ ଭିଡିଓ ଭାଇରାଲ: ମାମଲା ରୁଜୁ କଲା ମୁମ୍ବାଇ ପୁଲିସ୍

RadhikaApte

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଧିକା ଆପ୍ତେଙ୍କ ଏକ ଆଡଲ୍ଟ ଭିଡିଓ ଲିକ୍ କରାଯିବା ଘଟଣାରେ ମୁମ୍ବାଇ ପୁଲିସର ସାଇବର ସେଲ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଜଣା ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଛି ଏହି ମାମଲା। ଗତ ସପ୍ତାହରେ ଆପ୍ତେଙ୍କର ଏହି ଆଡଲ୍ଟ ଭିଡିଓ ୱେବସାଇଟରେ ଭାଇରାଲ ହୋଇଯିବା ପରେ ନିର୍ଦେଶକ ଅନୁରାଗ କାଶ୍ୟପ ଥାନାରେ ଅଭିଯୋଗ କରିଥିଲେ। ରାଧିକା ଆପ୍ତେଙ୍କର ଲିକ୍ ହୋଇଥିବା ଆଡଲ୍ଟ ଭିଡିଓଟି ହେଉଛି ଅନୁରାଗ କାଶ୍ୟପଙ୍କ ନିର୍ଦେଶିତ ଆଗାମୀ କ୍ଷୁଦ୍ର ଚଳଚ୍ଚିତ୍ରର। ଫିଲ୍ମଟି ଆଗକୁ ରିଲିଜ ହେବାର ଅଛି। ଏହି ଫିଲ୍ମରେ ରାଧିକା ଆପ୍ତେଙ୍କ ସହିତ ସତ୍ୟଦୀପ ମିଶ୍ର ଅଭିନୟ କରୁଛନ୍ତି । ଏହି ଫିଲ୍ମ ସହିତ ଆଉ କିଛି କ୍ଷୁଦ୍ର ଚଳଚ୍ଚିତ୍ର ନିଦେ୍ର୍ଧଶକ ମଧ୍ୟ ସଂଶ୍ଳୀଷ୍ଟ ଅଛନ୍ତି।

Advertisment