କାନ୍ଦିଲେ ରାଇମୋହନ; କହିଲେ- ଆଉ ଶୁଣିବାକୁ ପାଇବିନି ସାଙ୍ଗ ଡାକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଆଜି ବିୟୋଗ ହୋଇଯାଇଛି। ତାଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ସାଥୀ କଳାକାର ତଥା ସାନ ଭାଇ ରାଇମୋହନ ପରିଡ଼ା। ସେ ଆଖିର ଲୋହକୁ ହାତରେ ପୋଛି କହିଛନ୍ତି, ମୁଁ ଆଉ ଶୁଣିବାକୁ ପାଇବି ନାହିଁ ସାଙ୍ଗ ଡାକ। ମିହିର ଦାସଙ୍କ ଶେଷ ଦର୍ଶନ କରିବାକୁ ଆସିଥିବା ବେଳେ ରାଇ ଭାଇ କହିଛନ୍ତି, ତା’ ଗୁଣ ଯେତେ ବଖାଣିଲେ ସରିବ ନାହିଁ। ରାତି […]

Raimohan-Parida

Raimohan-Parida

Manoranjan Sial
  • Published: Tuesday, 11 January 2022
  • Updated: 11 January 2022, 06:39 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଘରେ ଘରେ ପରିଚିତ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଆଜି ବିୟୋଗ ହୋଇଯାଇଛି। ତାଙ୍କ ଅକାଳ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି ସାଥୀ କଳାକାର ତଥା ସାନ ଭାଇ ରାଇମୋହନ ପରିଡ଼ା। ସେ ଆଖିର ଲୋହକୁ ହାତରେ ପୋଛି କହିଛନ୍ତି, ମୁଁ ଆଉ ଶୁଣିବାକୁ ପାଇବି ନାହିଁ ସାଙ୍ଗ ଡାକ।

ମିହିର ଦାସଙ୍କ ଶେଷ ଦର୍ଶନ କରିବାକୁ ଆସିଥିବା ବେଳେ ରାଇ ଭାଇ କହିଛନ୍ତି, ତା’ ଗୁଣ ଯେତେ ବଖାଣିଲେ ସରିବ ନାହିଁ। ରାତି ପାହିଯିବ। ସିଏ ମୋଠାରୁ ୩ରୁ ୪ ବର୍ଷ ବଡ଼ ବୋଲି ମୁଁ ଭାଇ ବୋଲି ଡାକୁଥିଲି। ହେଲେ ସେ ଥିଲା ମୋ ସାଙ୍ଗ। ସିଏ ଯେଉଁଠି ଦେଖାଦିଏ ଡାକେ ସାଙ୍ଗ...। ଏବେ ଆଉ ସେ ଡାକ ପାଇବି ନାହିଁ। ଏହି ଡାକ ଆନନ୍ଦ ଫିଲ୍ମର ରାଜେଶ ଖାନ୍ନାଙ୍କ ଡାକ ଭଳି ସବୁଦିନ ପାଇଁ ମନେ ରହିଯିବ। ତା’ର ଅମର ଆତ୍ମାର ସଦ୍‌ଗତି ହେଉ। ସେ ଯେଉଁଠି ଅଛି, ଭଲରେ ଥାଉ ବୋଲି ରାଇମୋହନ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଧିର ବିଧାନ। ସମସ୍ତେ ଦିନେନା ଦିନ କାମ ସାରି ଯିବେ। ଏଇ ମିହିର ଭାଇ ଚାଲିଗଲା। ଆଉ ୨ରୁ ୪ ଜଣ ସେହି ସମୟ ଲୋକ ଅଛୁ। କଣ ହେବ ଓ କଣ ନହେବ କେହି ଜାଣିନାହାନ୍ତି। କିନ୍ତୁ ମିହିର ଭାଇ ଏତେ ଶୀଘ୍ର ଯିବାଟାକୁ ମୁଁ ଗ୍ରହଣ କରିପାରୁ ନାହିଁ। କିନ୍ତୁ ଆଜି ମୁଁ ଗର୍ବର ସହ କହୁଛନ୍ତି ପିକ୍‌ରେ ଥାଇ ମିହିର ଭାଇ ଚାଲିଗଲା। ମିହିର ଦାସ ଅମର ରହେ ବୋଲି ରାଇମୋହନ କହିଛନ୍ତି।

ଆଜି ଅପରାହ୍ନରେ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ବିୟୋଗ ହୋଇଛି। ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ କଟକରେ ଏକ ଘରୋଇ  ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କର ବିୟୋଗ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story