ରାଜଙ୍କ ଟାର୍ଗେଟରେ ଥିଲେ ବିଗ୍‌ ବସ୍‌ ପ୍ରତିଯୋଗୀ, ହେଲେ...

ମୁମ୍ବାଇ: ଅଧୁରା ରହିଗଲା ରାଜ କୁନ୍ଦ୍ରାଙ୍କ ସ୍ୱପ୍ନ। ତା ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଗଲେ। ନିଜ ହଟ୍‌ସଟ୍ସ ଆପ୍‌ ପାଇଁ ବିଗ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ। ଏହାର ଖୁଲାସା କରି ରାଜଙ୍କ ପ୍ଲାନିଂ ସମ୍ପର୍କରେ ବଖାଣିଛନ୍ତି ସାଗରିକା ସୁମନ ନାମ୍ନୀ ମଡେଲ। ସାଗରିକା ସୁମନଙ୍କ କହିବାନୁଯାୟୀ, ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ।   ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍‌ ବସ୍‌ ପ୍ରତିଯୋଗୀ ଯେଉଁମାନେ ବିଜନେସ୍‌ ସୁଟ୍‌ରେ ଯାଉଥିଲେ […]

big-boss

big-boss

Niharika Rout
  • Published: Tuesday, 27 July 2021
  • Updated: 27 July 2021, 03:23 PM IST

Sports

Latest News

ମୁମ୍ବାଇ: ଅଧୁରା ରହିଗଲା ରାଜ କୁନ୍ଦ୍ରାଙ୍କ ସ୍ୱପ୍ନ। ତା ପୂର୍ବରୁ ସେ କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଗଲେ। ନିଜ ହଟ୍‌ସଟ୍ସ ଆପ୍‌ ପାଇଁ ବିଗ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲେ ରାଜ। ଏହାର ଖୁଲାସା କରି ରାଜଙ୍କ ପ୍ଲାନିଂ ସମ୍ପର୍କରେ ବଖାଣିଛନ୍ତି ସାଗରିକା ସୁମନ ନାମ୍ନୀ ମଡେଲ।

ସାଗରିକା ସୁମନଙ୍କ କହିବାନୁଯାୟୀ, ବିଗ୍‌ ବସ୍‌ ପ୍ରତିଯୋଗୀଙ୍କୁ ଟାର୍ଗେଟ କରୁଥିଲା ରାଜଙ୍କ କମ୍ପାନୀ।   ନିକିତା ମୋଲି, ଅର୍ସି ଖାନ ପ୍ରମୁଖ ବିଗ୍‌ ବସ୍‌ ପ୍ରତିଯୋଗୀ ଯେଉଁମାନେ ବିଜନେସ୍‌ ସୁଟ୍‌ରେ ଯାଉଥିଲେ ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜ୍‌ଙ୍କ କମ୍ପାନୀ। ହେଲେ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରି ନ ଥିଲା। ଏହାପରେ ଗତ ଫେବୃୟାରୀରେ ଉମେଶ କାମତ ଗିରଫ ହେବା ପରେ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା।

ଏହାବାଦ ବେଶି ଫିଲ୍ମରେ ନଜର ନ ଆସି ବି  ଅଧିକାଂଶ ସମୟରେ ଲାଇମଲାଇଟ୍‌ରେ ରହୁଥିବା  ସେଲିନା ଜେଟଲି, କିମ୍‌ ଶର୍ମା, ନେହା ଧୂପିଆ ପ୍ରମୁଖଙ୍କ ପରି   ମଡେଲ ଓ ଅଭିନେତାଙ୍କୁ ବି ନିଜ ଜାଲ୍‌ରେ ଫସାଇବାକୁ ଚେଷ୍ଟା କରୁଥିଲେ ରାଜ୍‌।  ଏହାପରେ ରାଜଙ୍କ କମ୍ପାନୀ ପକ୍ଷରୁ ଅର୍ସି ଖାନକୁ ଆପ୍ରୋଚ କରାଯାଇଥିଲା। ଅର୍ସି ପୂର୍ବରୁ ହଟସଟ୍ସ ପାଇଁ ହୋଷ୍ଟିଂ ଓ ଆଙ୍କରିଂ କରି ସାରିଥିଲେ। ମାତ୍ର ଏଥର ତାଙ୍କୁ ଲାଇଫ୍‌ ଷ୍ଟ୍ରିମିଂ ପାଇଁ ପ୍ରପୋଜାଲ ଦିଆଯାଇଥିଲା। ଏପିସୋଡ଼ ପିଛା ୨ ଲକ୍ଷ ଦେବାକୁ କୁହାଯାଇଥିବା ବେଳେ ଅର୍ସି ୫ ଲକ୍ଷ ଦାବି କରିଥିଲେ। ଫଳରେ ଏହି ପ୍ରୋଜେକ୍ଟ ବି ଅଧୁରା ରହିଗଲା।

ସୂଚନାଯୋଗ୍ୟ,   ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ପିଛା ଛାଡ଼ୁନି ବିବାଦ। ଦିନକୁ ଦିନ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଛି। କିଏ ରାଜଙ୍କ ବିରୋଧରେ ସୋଶାଲ ମିଡିଆରେ ପୋଷ୍ଟ କରୁଛି ତ କିଏ ଟ୍ୱିଟ କରି ନିଜେ ସମ୍ମୁଖୀନ ହୋଇଥିବା ପରିସ୍ଥିତିକୁ ଲୋକଙ୍କ ସମ୍ମଖରେ ବଖାଣୁଛି। ପୂର୍ବରୁ ପୁନମ ପାଣ୍ଡେ, ସେର୍‌ଲିନ୍ ଚୋପ୍ରାଙ୍କ ପରେ ଏବେ ଆଉ ଜଣେ ମଡେଲ   ସାଗରିକା ସୁମନ  କୁନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେଖାଯାଉ କ୍ରାଇମବ୍ରାଞ୍ଚ ଏହାକୁ ତଦନ୍ତ ପରିସରଭୁକ୍ତ କରୁଛି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story