ଅଦ୍ୟତନ ହୋଇଛି
salmank
Advertisment
ତାମିଲନାଡ଼ୁ: ରଜନୀକାନ୍ତ ଅଭିନିତ ‘କବାଲୀ’ ଦକ୍ଷିଣ ଭାରତର ‘ସୁଲତାନ’ ସାବ୍ୟସ୍ତ ହେବା ନେଇ ଚର୍ଚ୍ଚା ଲାଗି ରହିଛି। ଫିଲ୍ମ ପ୍ରଯୋଜକ କଲୌପୁଲି ଥାନୁ କହିଛନ୍ତି ଏହି ଫିଲ୍ମ ପ୍ରଥମ ତିନି ଦିନରେ ୨୦୦ କୋଟି ଟଙ୍କା ଆୟ କରିବ।
Advertisment
ଫିଲ୍ମଟି ବିଶ୍ୱରେ ୧୨ ହଜାର ସ୍କ୍ରିନିଂରେ ରିଲିଜ୍ ହେବ।
‘ସୁଲତାନ’ଠାରୁ ଦୁଇଗୁଣାରୁ ଅଧିକ ହଲ୍ରେ ଏହା ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମର ଟିଜର ‘ସୁଲତାନ’ର ଟୀଜରକୁ ମଧ୍ୟ ପଛରେ ପକାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/07/salmank-sm_650_071816121748.jpg)