Advertisment

ରାଜପାଲଙ୍କ ‘ବମ୍ପର ଡ୍ର’

ମୁମ୍ବାଇ: ସୁନ୍ଦରଲାଲ ଏବଂ ଫାରୁକ ଦୁଇ ବନ୍ଧୁ। ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ। ଏହି କାହାଣୀରେ ଏଣ୍ଟ୍ରି କରନ୍ତି ପିଟରସନ୍। ପିଟରସନ୍ ଜଣେ ପାର୍ସି ବୃଦ୍ଧ ଲୋକ। ତିନି ଜଣଙ୍କ ଲାଇଫରେ କେମତି ଆସେ ଦୁଃଖ ଏବଂ ସୁଖ ଓ କିଭଳି ଏମାନେ ବନନ୍ତି ବୋକା। ଏସବୁକୁ କମେଡି ତଡକା ଦେଇ ନିର୍ମାଣ ହୋଇଛି ସିନେମା ‘ବମ୍ପର ଡ୍ର’।  ନୂଆ ସିନେମା ବମ୍ପର ଡ୍ରର ମେନ୍ ଲିଡରେ ଅଭିନୟ କରିଛନ୍ତି ରାଜପାଲ ୟାଦବ,ଓମକାର ଦାସ ମାଣିକପୁରୀ, ଜାକିର […]

ଅଦ୍ୟତନ ହୋଇଛି
ରାଜପାଲଙ୍କ ‘ବମ୍ପର ଡ୍ର’

b

Advertisment

ମୁମ୍ବାଇ: ସୁନ୍ଦରଲାଲ ଏବଂ ଫାରୁକ ଦୁଇ ବନ୍ଧୁ। ଦୁଇ ବନ୍ଧୁଙ୍କ ଦୁଃଖ କାହାଣୀ। ଏହି କାହାଣୀରେ ଏଣ୍ଟ୍ରି କରନ୍ତି ପିଟରସନ୍। ପିଟରସନ୍ ଜଣେ ପାର୍ସି ବୃଦ୍ଧ ଲୋକ। ତିନି ଜଣଙ୍କ ଲାଇଫରେ କେମତି ଆସେ ଦୁଃଖ ଏବଂ ସୁଖ ଓ କିଭଳି ଏମାନେ ବନନ୍ତି ବୋକା। ଏସବୁକୁ କମେଡି ତଡକା ଦେଇ ନିର୍ମାଣ ହୋଇଛି ସିନେମା ‘ବମ୍ପର ଡ୍ର’।  ନୂଆ ସିନେମା ବମ୍ପର ଡ୍ରର ମେନ୍ ଲିଡରେ ଅଭିନୟ କରିଛନ୍ତି ରାଜପାଲ ୟାଦବ,ଓମକାର ଦାସ ମାଣିକପୁରୀ, ଜାକିର ହୁସେନ୍ ଏବଂ ରୁସାଦ ରାଣା। ନିର୍ଦ୍ଦେଶନା ଦେଇଛନ୍ତି ଇରସାଦ୍ ଖାନ୍। ମ୍ୟୁଜିକ କମ୍ପୋଜ କରିଛନ୍ତି ରାହୁଲ ମିଶ୍ର। ଅକ୍ଟୋବରରେ ୧୬ରେ ରିଲିଜ ହେବ ସିନେମା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe