'ବଧାଇ ହୋ ୨'ରେ ଆୟୁଷ୍ମାନଙ୍କୁ ରିପ୍ଲେସ କଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ ଟ୍ୟାଲେଣ୍ଟେଡ୍‌ ଷ୍ଟାର୍‌ ଆୟୁଷ୍ମାନ୍‌ ଖୁରାନା ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ପିଲ୍ମ ଦେଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’  ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା। ଏହି ଫିଲ୍ମଟି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିଲା। ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମ ଦେଖିବା ପରେ ନିର୍ଦ୍ଦେଶକମାନେ ଆୟିଷ୍ମାନଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁଲେ। ତାଙ୍କ ହାତରେ ଏବେ ଢେର୍‌ ପ୍ରୋଜେକ୍ଟ। ହେଲେ ତାଙ୍କର […]

ayush

ayush

Chinmayee Roy
  • Published: Monday, 09 March 2020
  • Updated: 09 March 2020, 02:09 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ୟଙ୍ଗ ଟ୍ୟାଲେଣ୍ଟେଡ୍‌ ଷ୍ଟାର୍‌ ଆୟୁଷ୍ମାନ୍‌ ଖୁରାନା ଏବେ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ପିଲ୍ମ ଦେଉଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ବଧାଇ ହୋ’  ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ କରିଥିଲା। ଏହି ଫିଲ୍ମଟି ଦର୍ଶକଙ୍କୁ ହସାଇ ହସାଇ ବେଦମ୍‌ କରିଥିଲା। ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହି ଫିଲ୍ମ ଦେଖିବା ପରେ ନିର୍ଦ୍ଦେଶକମାନେ ଆୟିଷ୍ମାନଙ୍କୁ ନିଜ ଫିଲ୍ମରେ ନେବାକୁ ଚାହିଁଲେ। ତାଙ୍କ ହାତରେ ଏବେ ଢେର୍‌ ପ୍ରୋଜେକ୍ଟ। ହେଲେ ତାଙ୍କର ଏହି ସୁପର ହିଟ୍‌ ଫିଲ୍ମର ସିକ୍ୱେଲ୍‌ରୁ କିନ୍ତୁ ତାଙ୍କ ପତା କଟ୍‌ ହୋଇଯାଇଛି। ଏତେ ଭଲ ଅଭିନୟ ପରେ ବି ‘ବଧାଇ ହୋ ୨’ରେ ତାଙ୍କୁ ରିପ୍ଲେସ୍‌ କରିଦିଆଯାଇଛି।

https://www.instagram.com/p/B49sqgeJvP1/?utm_source=ig_web_copy_link

ଆୟୁଷ୍ମାନ୍‌ଙ୍କ ସ୍ଥାନରେ ଏବେ ‘ବଧାଇ ହୋ ୨’ରେ ବଲିଉଡ୍‌ର ଆଉଜଣେ ୟଙ୍ଗ ଟ୍ୟାଲେଣ୍ଟ ରାଜ୍‌କୁମାର୍‌ ରାଓ ନଜର ଆସିବେ। ଫିଲ୍ମରେ ରାଜକୁମାର୍‌ଙ୍କ ସହ ଭୂମି ପେଡନାକର୍‌ଙ୍କୁ ଦେଖିବାକୁ ମିଳିବ। ଏହି ଦୁଇ କଳାକାର ନିଜ ଅଭିନୟ ବଳରେ ଖୁବ କମ୍‌ ଦିନ ମଧ୍ୟରେ  ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣଇ। ତେବେ ପ୍ରଥମଥର ପାଇଁ ଏମାନେ ଏକାଠି କାମ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ଜରିଆରେ ଦର୍ଶକଙ୍କୁ ଏକ ନୂଆ ଯୋଡ଼ି ଦେଖିବାକୁ ମିଳିବ। ଫିଲ୍ମରେ ଲିଡ୍‌ ରୋଲ୍‌ ମିଳିବା ପରେ ରାଜକୁମାର କହିଛନ୍ତି ଯେ ସେ ଏହି ଫିଲ୍ମରେ ଜଣେ ପୁଲିସ୍‌ କର୍ମାଙ୍କ ରୋଲ୍‌ରେ ନଜର ଆସିବେ।  ପୂର୍ବରୁ ମଧ୍ୟ ସେ ଥରେ ପୁଲିସ୍‌ ବାଲା ଭୂମିକାରେ ଅଭିନୟ କରିଛନ୍ତି ହେଲ ଏଭଳି ଅନ୍ଦାଜରେ ପ୍ରଥମ ଥର ପାଇଁ କାମ କରିବେ। ସେଥିପାଇଁ ସେ ବେଶ୍‌ ଉତ୍ସାହିତ ଅଛନ୍ତି।

https://www.instagram.com/p/B9gRReaJ6QS/?utm_source=ig_web_copy_link

ଭୂମି ମଧ୍ୟ ଏହି ଫିଲ୍ମ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ସେ କହିଛନ୍ତି ଯେ ଗତ କିଛି ସମୟ ଭିତରେ ରିଲିଜ୍‌ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟରୁ ‘ବଧାଇ ହୋ’ ତାଙ୍କର ସବୁଠୁ ପସନ୍ଦର ଫିଲ୍ମ। ତେଣୁ ଏହାର ସିକ୍ୱେଲ୍‌ରେ କାମ କରିବା ତାଙ୍କ ପାଇଁ ବେଶ୍ ରୋଚକ। ସେ ଆହୁରି କହିଛନ୍ତି ଯେ ଗତ ସମୟ ଭିତରେ ସେ ଏହାଠୁ ଭଲ ସ୍କ୍ରିପ୍ଟ ପଢ଼ି ନାହାଁନ୍ତି ଓ ସେ ଶୀଘ୍ର ଏହି ଫିଲ୍ମର ଅଂଶ ହେବା ଚାହୁଁଛନ୍ତି। ପୂର୍ବ ପାର୍ଟ ଭଲି ଦ୍ୱିତୀୟ ପାର୍ଟରେ ମଧ୍ୟ ସମାଜକୁ ଏକ ଭଲ ବାର୍ତ୍ତା ଦିଆଯିବ। ସୂଚନା ଅନୁଯାୟୀ ଫିଲ୍ମର ଶୁଟିଂ ଜୁନ୍‌, ୨୦୨୦ରେ ରିଲିଜ୍‌ ହେବ ଓ ୨୦୨୧ରେ ଏହାକୁ ରିଲଜ୍ କରାଯିବ। ଚର୍ଚ୍ଚା ହେଉଛି ଯେ ଫିଲ୍ମର ଟାଇଟେଲ୍‌କୁ ବଦଳାଇ ନିର୍ମାତା ଏହାର ନାଁ ‘ବଧାଇ ଦୋ’ ରଖିଛନ୍ତି।

https://www.instagram.com/p/B4Pk1axJDkA/?utm_source=ig_web_copy_link

ସୂଚନାଯୋଗ୍ୟ, ‘ବଧାଇ ହୋ’ ଫିଲ୍ମଟି ୨୦୧୮ ଅକ୍ଟୋବର୍‌ ୧୮ରେ ରିଲିଜ୍‌ ହୋଇଥିଲା। ଏଥିରେ ଲିଡ୍‌ ରୋଲ୍‌ରେ ଆୟୁଷ୍ମାନ୍‌ ଖୁରାନା ଓ ସାନ୍ନା ମଲହୋତ୍ରା ନଜର ଆସିଥିଲେ। ତାଙ୍କ ବ୍ୟତୀତ ଏହି ଫିଲ୍ମ ଜରିଆରେ ପୂରୁଣା କଳାକାର ନୀନା ଗୁପ୍ତା, ଗଜକାଜ ରାଓ ଓ ସୁରେଖା ସିକ୍ରିଙ୍କ ପରି କଳାକାର ପୁଣିଥରେ ବଲିଉଡ୍‌କୁ ଧମାକେଦାର୍‌ କମ୍‌ବ୍ୟାକ୍‌ କରିଥିଲେ। ଫିଲ୍ମରେ ପ୍ରତ୍ୟେକଟି କଳାକାରଙ୍କ ଅଭିନୟକୁ ବେଶ୍ ପ୍ରଶଂଶା ମିଳିଥିଲା। ଅମିତ ଶର୍ମାଙ୍କ ନିର୍ଦ୍ଦେଶନା ତିଆରି ହୋଇଥିଲା ଏହି ଫିଲ୍ମ। ମାତ୍ର ୨୯ କୋଟି ଟଙ୍କା ବଜେଟ୍‌ରେ ତିଆରି ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସ୍‌ରେ ୨୪୦ କୋଟିରୁ ଅଧିକ ଆୟ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story