Advertisment

ଓଡ଼ିଶାରେ ହାସ୍ୟ ଅଭିନେତା ରାଜପାଲ ଯାଦବ

ଭୁବନେଶ୍ୱର: ଓଡ଼ିଶାରେ ବଲିଉଡ୍ ହାସ୍ୟ ଅଭିନେତା ରାଜପାଲ ଯାଦବ। ଓଡ଼ିଶା ଫିଲ୍ମ ଫେୟାର ଆୱାର୍ଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଆସିଛନ୍ତି ରାଜପାଲ। ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିବା ପରେ ଶୁଭେଚ୍ଛୁମାନେ ତାଙ୍କୁ ଭାବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଓଡ଼ିଆ ଓ ଓଡ଼ିଶା ମାଟିକୁ ଭଲ ପାଆନ୍ତି ଓ ସୁଯୋଗ ମିଳିଲେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ରାଜପାଲ କହିଛନ୍ତି।

author-image
Rakesh Mallick
ଓଡ଼ିଶାରେ ହାସ୍ୟ ଅଭିନେତା ରାଜପାଲ ଯାଦବ

rajpal-yadav