Advertisment

ଅନ୍ତଃବସ୍ତ୍ରକୁ ନେଇ ଏମିତି କିଛି କହିଲେ ରାକ୍ଷୀ !

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଯାବତୀୟ ଦେଶୀ ଦ୍ରବ୍ୟ ପ୍ରସ୍ତୁତ କରିଥିବା ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସି ହସି ଗଡ଼ିବେ। ହର୍ବାଲ୍‌ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି ଆସିଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀଙ୍କ ଏହି ବୟାନ୍‌ ଏବେ ସୋଶାଲ୍‌ ମିଡିଆରେ ପୁଣି ଚର୍ଚ୍ଚାରେ […]

ଅଦ୍ୟତନ ହୋଇଛି
ଅନ୍ତଃବସ୍ତ୍ରକୁ ନେଇ ଏମିତି କିଛି କହିଲେ ରାକ୍ଷୀ !

66

Advertisment

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଯାବତୀୟ ଦେଶୀ ଦ୍ରବ୍ୟ ପ୍ରସ୍ତୁତ କରିଥିବା ବାବା ରାମଦେବଙ୍କୁ ଏମିତି କିଛି ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ ପାଇଁ ନିବେଦନ କରିଛନ୍ତି ରାକ୍ଷୀ ସାୱନ୍ତ, ଯାହା ବିଷୟରେ ଶୁଣିଲେ ଆପଣ ହସି ହସି ଗଡ଼ିବେ।

Advertisment

ହର୍ବାଲ୍‌ ଅନ୍ତଃବସ୍ତ୍ର ତିଆରି ପାଇଁ ବାବା ରାମଦେବଙ୍କୁ ସେ ଅନୁରୋଧ କରିଛନ୍ତି । ସର୍ବଦା ନିଜ ଅଜବ ବୟାନବାଜି ପାଇଁ ଚର୍ଚ୍ଚାରେ ରହି ଆସିଥିବା ବଲିଉଡ୍‌ର ଡ୍ରାମା କୁଇନ୍‌ ରାକ୍ଷୀଙ୍କ ଏହି ବୟାନ୍‌ ଏବେ ସୋଶାଲ୍‌ ମିଡିଆରେ ପୁଣି ଚର୍ଚ୍ଚାରେ ।

#me too କ୍ୟାମ୍ପେନ୍‌ରେ ତନୁଶ୍ରୀ ଦତ୍ତାଙ୍କ ବିଷୟରେ ଓଲଟାସିଧା କହୁଥିବା ରାକ୍ଷୀ ବର୍ତ୍ତମାନ ବାବା ରାମଦେବଙ୍କୁ ସିଧା ଟାର୍ଗେଟ୍‌ କରିଛନ୍ତି। ରାକ୍ଷୀ ନିଜ ବୟାନ୍‌ରେ କହିଛନ୍ତି, “ବାବା ରାମଦେବ ମହିଳାଙ୍କ ପାଇଁ ଭେଜିଟେରିଆନ୍‌ ଅନ୍ତଃବସ୍ତ୍ର ତିଆରି କରନ୍ତୁ। ଏହା ସହିତ ଏହି ଅନ୍ତଃବସ୍ତ୍ରରେ ସେନ୍‌ସର୍‌ ବ୍ୟବହାର କରନ୍ତୁ, ଯାହା ମହିଳାଙ୍କୁ ସୁରକ୍ଷା ଦେବ ଓ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ କିମ୍ବା ବୟ୍‌ଫ୍ରେଣ୍ଡ୍‌ ଆଖିର ରେଟିନାକୁ ଚିହ୍ନି ପାରି ଆପେ ଆପେ ଖୋଲିଯିବ।”

Advertisment

ଗତ ସପ୍ତାହରେ ରାକ୍ଷୀ ତନୁଶ୍ରୀ ଦତ୍ତାଙ୍କୁ ଲେସ୍‌ବିଆନ୍‌ ବୋଲି କହି ଟ୍ରଲ୍‌ ହୋଇଥିଲେ। ଆଉ ଏଥର ଅନ୍ତଃବସ୍ତ୍ର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe