Advertisment

‘ରାମ ଲଖନ୍’ ରିମେକରେ ଦେଖିବାକୁ ମିଳିବନି ଶାହାରୁଖଙ୍କ ଜଲୱା

ମୁମ୍ବାଇ: ଖୁବଶୀଘ୍ର ବି-ଟାଉନକୁ ଆସିବ ଅଶି ଦଶକର ହିଟ୍ ଫିଲ୍ମ ‘ରାମ-ଲଖନ’ର ରିମେକ୍। ଏହି ଫିଲ୍ମରେ କିଙ୍ଗ ଖାନ୍ ଏସଆରକେଙ୍କ ଅଭିନୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। ଏଥିରେ ଶାହାରୁଖଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା।କାରଣ ଏହି ଫିଲ୍ମକୁ ‘ଦିଲୱାଲେ’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିର୍ମାଣ କରିବାକୁ ଯାଉଛନ୍ତି।  ମାତ୍ର ଏପରି ଚର୍ଚ୍ଚାକୁ ମଙ୍ଗଳବାର ଖଣ୍ଡନ କରିଛନ୍ତି ଏସଆରକେ। ସେ କହିଛନ୍ତି, ‘ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ (ରୋହିତ […]

ଅଦ୍ୟତନ ହୋଇଛି
‘ରାମ ଲଖନ୍’ ରିମେକରେ ଦେଖିବାକୁ ମିଳିବନି ଶାହାରୁଖଙ୍କ ଜଲୱା

srk

Advertisment

ମୁମ୍ବାଇ: ଖୁବଶୀଘ୍ର ବି-ଟାଉନକୁ ଆସିବ ଅଶି ଦଶକର ହିଟ୍ ଫିଲ୍ମ ‘ରାମ-ଲଖନ’ର ରିମେକ୍। ଏହି ଫିଲ୍ମରେ କିଙ୍ଗ ଖାନ୍ ଏସଆରକେଙ୍କ ଅଭିନୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା। ଏଥିରେ ଶାହାରୁଖଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବା ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା।କାରଣ ଏହି ଫିଲ୍ମକୁ ‘ଦିଲୱାଲେ’ର ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିର୍ମାଣ କରିବାକୁ ଯାଉଛନ୍ତି।  ମାତ୍ର ଏପରି ଚର୍ଚ୍ଚାକୁ ମଙ୍ଗଳବାର ଖଣ୍ଡନ କରିଛନ୍ତି ଏସଆରକେ। ସେ କହିଛନ୍ତି, ‘ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକ (ରୋହିତ ସେଟ୍ଟୀ) ମୋ ସହିତ ଆଲୋଚନା କରି ନାହାନ୍ତି। ଯଦି ଆଗକୁ କରନ୍ତି ତେବେ ମୁଁ  ଚିନ୍ତା କରିବି।’

Advertisment

୧୯୮୯ରେ ରାମ-ଲଖନ୍ ବି-ଟାଉନକୁ ଆସିଥିଲା। ଏଥିରେ ଲିଡ୍ ରୋଲରେ ଥିଲେ ଜାକି ସ୍ରାଫ୍ ଓ ଅନୀଲ କାପୁର। ତାଙ୍କ ବିପକ୍ଷରେ ନାୟିକା ସାଜିଥିଲେ ରାଖି ଓ ମାଧୁରୀ ଦୀକ୍ଷିତ। ସେତେବେଳେ ଏହି ଫିଲ୍ମଟି ୮ରୁ ଅଧିକ ଆୱାର୍ଡ ହାତେଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe