ଦିପୀକା ଓ କ୍ୟାଟ୍‌ଙ୍କ ପରେ ଏବେ ରଣବୀରଙ୍କ ପସନ୍ଦ ଜ୍ୟାକ୍‌ଲିନ୍

ମୁମ୍ବାଇ: କ୍ୟାଟ୍ରିନାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଣବୀରଙ୍କ ନୂଆ ଲଭ୍‌ ସାଜିଛନ୍ତି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍। ଦୁଇଜଣଙ୍କ ଭିତରେ କେବଳ ବନ୍ଧୁତା ନାହିଁ ବୋଲି ଏହା ରଣବୀର ରିଆଲିଟି ସୋ ‘ଝଲକ ଦିଖଲାଜା ସିଜନ ୯’ ରେ ସ୍ପଷ୍ଟ କରିଛନ୍ତି।

ଖବର ମୁତାବକ ଝଲକର ସେଟ୍‌ କୁ ରଣବୀର ନିଜ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ପ୍ରମୋସନ ପାଇଁ ଆସିଥିଲେ। ‘ସୋ’ରେ ରଣବୀର, ଜ୍ୟାକ୍‌ଲିନଙ୍କ ପାଖରେ କେବଳ ବସିନଥିଲେ, ବରଂ ଦୁହିଁଙ୍କ କେମିଷ୍ଟ୍ରି ବି ଜମି ଆସିଥିଲା। କଥା କଥାରେ ଜ୍ୟାକ୍‌ଲିନଙ୍କ ଉପରେ କେବଳ ତାଙ୍କର ହିଁ ହକ୍‌ ରହିଛି ବୋଲି ରଣବୀର କହିବାକୁ ପଛାଇ ନଥିଲେ। ଏସବୁ ପରେ ସୋର ହୋଷ୍ଟ କରଣ ଜୋହର ଦୁହିଁଙ୍କୁ  ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ଟାଇଟଲ ଟ୍ରାକ୍‌ରେ ଡ୍ୟାନ୍ସ କରିବାକୁ କହିଥିଲେ। କାହାଣୀରେ ସାମାନ୍ୟ ଟ୍ୱିଷ୍ଟ କରିବାକୁ ଯାଇ ରଣବୀର ସୋର ଅନ୍ୟ ଜଣେ ହୋଷ୍ଟ ମନିଷ ପାଲଙ୍କ ସହ ଡ୍ୟାନ୍ସ କରିଥିଲେ।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ