/odisha-reporter/media/post_attachments/uploads/2016/10/ranbir-kapoor-and-karan-johar-promote-ae-dil-hai-mushkil-on-the-sets-of-jhalak-dikhhla-jaa-201610-816015.jpg)
ranbir-kapoor
ମୁମ୍ବାଇ: କ୍ୟାଟ୍ରିନାଙ୍କ ସହ ବ୍ରେକ୍ଅପ୍ ପରେ ଏବେ ରଣବୀରଙ୍କ ନୂଆ ଲଭ୍ ସାଜିଛନ୍ତି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍। ଦୁଇଜଣଙ୍କ ଭିତରେ କେବଳ ବନ୍ଧୁତା ନାହିଁ ବୋଲି ଏହା ରଣବୀର ରିଆଲିଟି ସୋ ‘ଝଲକ ଦିଖଲାଜା ସିଜନ ୯’ ରେ ସ୍ପଷ୍ଟ କରିଛନ୍ତି।
Advertisment
ଖବର ମୁତାବକ ଝଲକର ସେଟ୍ କୁ ରଣବୀର ନିଜ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ପ୍ରମୋସନ ପାଇଁ ଆସିଥିଲେ। ‘ସୋ’ରେ ରଣବୀର, ଜ୍ୟାକ୍ଲିନଙ୍କ ପାଖରେ କେବଳ ବସିନଥିଲେ, ବରଂ ଦୁହିଁଙ୍କ କେମିଷ୍ଟ୍ରି ବି ଜମି ଆସିଥିଲା। କଥା କଥାରେ ଜ୍ୟାକ୍ଲିନଙ୍କ ଉପରେ କେବଳ ତାଙ୍କର ହିଁ ହକ୍ ରହିଛି ବୋଲି ରଣବୀର କହିବାକୁ ପଛାଇ ନଥିଲେ। ଏସବୁ ପରେ ସୋର ହୋଷ୍ଟ କରଣ ଜୋହର ଦୁହିଁଙ୍କୁ ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ଟାଇଟଲ ଟ୍ରାକ୍ରେ ଡ୍ୟାନ୍ସ କରିବାକୁ କହିଥିଲେ। କାହାଣୀରେ ସାମାନ୍ୟ ଟ୍ୱିଷ୍ଟ କରିବାକୁ ଯାଇ ରଣବୀର ସୋର ଅନ୍ୟ ଜଣେ ହୋଷ୍ଟ ମନିଷ ପାଲଙ୍କ ସହ ଡ୍ୟାନ୍ସ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
