Advertisment

ଦିପୀକା ଓ କ୍ୟାଟ୍‌ଙ୍କ ପରେ ଏବେ ରଣବୀରଙ୍କ ପସନ୍ଦ ଜ୍ୟାକ୍‌ଲିନ୍

ମୁମ୍ବାଇ: କ୍ୟାଟ୍ରିନାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଣବୀରଙ୍କ ନୂଆ ଲଭ୍‌ ସାଜିଛନ୍ତି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍। ଦୁଇଜଣଙ୍କ ଭିତରେ କେବଳ ବନ୍ଧୁତା ନାହିଁ ବୋଲି ଏହା ରଣବୀର ରିଆଲିଟି ସୋ ‘ଝଲକ ଦିଖଲାଜା ସିଜନ ୯’ ରେ ସ୍ପଷ୍ଟ କରିଛନ୍ତି। ଖବର ମୁତାବକ ଝଲକର ସେଟ୍‌ କୁ ରଣବୀର ନିଜ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ପ୍ରମୋସନ ପାଇଁ ଆସିଥିଲେ। ‘ସୋ’ରେ ରଣବୀର, ଜ୍ୟାକ୍‌ଲିନଙ୍କ ପାଖରେ କେବଳ ବସିନଥିଲେ, ବରଂ ଦୁହିଁଙ୍କ କେମିଷ୍ଟ୍ରି ବି […]

ଦିପୀକା ଓ କ୍ୟାଟ୍‌ଙ୍କ ପରେ ଏବେ ରଣବୀରଙ୍କ ପସନ୍ଦ ଜ୍ୟାକ୍‌ଲିନ୍

ranbir-kapoor

Advertisment

ମୁମ୍ବାଇ: କ୍ୟାଟ୍ରିନାଙ୍କ ସହ ବ୍ରେକ୍‌ଅପ୍‌ ପରେ ଏବେ ରଣବୀରଙ୍କ ନୂଆ ଲଭ୍‌ ସାଜିଛନ୍ତି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍। ଦୁଇଜଣଙ୍କ ଭିତରେ କେବଳ ବନ୍ଧୁତା ନାହିଁ ବୋଲି ଏହା ରଣବୀର ରିଆଲିଟି ସୋ ‘ଝଲକ ଦିଖଲାଜା ସିଜନ ୯’ ରେ ସ୍ପଷ୍ଟ କରିଛନ୍ତି।

Advertisment

ଖବର ମୁତାବକ ଝଲକର ସେଟ୍‌ କୁ ରଣବୀର ନିଜ ଫିଲ୍ମ ‘ଏ ଦିଲ ହେ ମୁସକିଲ’ ର ପ୍ରମୋସନ ପାଇଁ ଆସିଥିଲେ। ‘ସୋ’ରେ ରଣବୀର, ଜ୍ୟାକ୍‌ଲିନଙ୍କ ପାଖରେ କେବଳ ବସିନଥିଲେ, ବରଂ ଦୁହିଁଙ୍କ କେମିଷ୍ଟ୍ରି ବି ଜମି ଆସିଥିଲା। କଥା କଥାରେ ଜ୍ୟାକ୍‌ଲିନଙ୍କ ଉପରେ କେବଳ ତାଙ୍କର ହିଁ ହକ୍‌ ରହିଛି ବୋଲି ରଣବୀର କହିବାକୁ ପଛାଇ ନଥିଲେ। ଏସବୁ ପରେ ସୋର ହୋଷ୍ଟ କରଣ ଜୋହର ଦୁହିଁଙ୍କୁ  ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ଟାଇଟଲ ଟ୍ରାକ୍‌ରେ ଡ୍ୟାନ୍ସ କରିବାକୁ କହିଥିଲେ। କାହାଣୀରେ ସାମାନ୍ୟ ଟ୍ୱିଷ୍ଟ କରିବାକୁ ଯାଇ ରଣବୀର ସୋର ଅନ୍ୟ ଜଣେ ହୋଷ୍ଟ ମନିଷ ପାଲଙ୍କ ସହ ଡ୍ୟାନ୍ସ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe