ଯୋଧପୁରରେ ବାହା ହେବେ ରଣବୀର-ଆଲିଆ

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ପ୍ରେମୀଯୁଗଳ ରଣବୀର କପୁର ଓ ଆଲିଆ ଭଟ୍ଟ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ବାହା ହେବେ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ନିମନ୍ତ୍ରଣ କାର୍ଡରୁ ଏହା ଜଣାପଡ଼ିଛି। ତେବେ ଏହା ସତ ନା ମିଛ ସ୍ପଷ୍ଟ ହୋଇପାରିନି। କାରଣ ଗତକାଲି ଯେତେବେଳେ ଆଲିଆଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କେବଳ ହସି ଦେଇ ଚାଲି ଯାଇଥିଲେ। ରଣବୀରଙ୍କ ପକ୍ଷରୁ ବି ଏନେଇ କିଛି ସଫେଇ ଦିଆଯାଇନି। ତେଣୁ ଏହା ଫେକ୍ ନିମନ୍ତ୍ରଣ […]

aalia

aalia

Puspanjali Panda
  • Published: Thursday, 24 October 2019
  • Updated: 24 October 2019, 04:24 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ର ଅନ୍ୟତମ ପ୍ରେମୀଯୁଗଳ ରଣବୀର କପୁର ଓ ଆଲିଆ ଭଟ୍ଟ ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ବାହା ହେବେ। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ନିମନ୍ତ୍ରଣ କାର୍ଡରୁ ଏହା ଜଣାପଡ଼ିଛି। ତେବେ ଏହା ସତ ନା ମିଛ ସ୍ପଷ୍ଟ ହୋଇପାରିନି। କାରଣ ଗତକାଲି ଯେତେବେଳେ ଆଲିଆଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କେବଳ ହସି ଦେଇ ଚାଲି ଯାଇଥିଲେ। ରଣବୀରଙ୍କ ପକ୍ଷରୁ ବି ଏନେଇ କିଛି ସଫେଇ ଦିଆଯାଇନି। ତେଣୁ ଏହା ଫେକ୍ ନିମନ୍ତ୍ରଣ କାର୍ଡ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଅର୍ଜୁନ କପୁର ଓ ମଲାଇକା ଅରୋରାଙ୍କ ବାହାଘର କାର୍ଡ ମଧ୍ୟ ଭାଇରାଲ୍‌ ହୋଇଥିଲା।

ଅନ୍ୟପକ୍ଷରେ ଏକ ରିପୋର୍ଟ ଅନୁସାରେ ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସ୍‌ରେ ରଣବୀର ଓ ଆଲିଆଙ୍କ ବାହାଘର ହେବ। ସେମାନଙ୍କ ବିବାହର ଭୋଜି ଦାୟିତ୍ୱ ଋତୁ ଡାଲମିଆଙ୍କୁ ଦିଆଯାଇଛି। ଅନୁଷ୍କା ଓ ବିରାଟଙ୍କ ବାହାଘର ଭୋଜିର ଦାୟିତ୍ୱ ବି ତାଙ୍କୁ ମିଳିଥିଲା। ରଣବୀର-ଆଲିଆଙ୍କ ବାହାଘର ଦେଖିବାକୁ ସେମାନଙ୍କ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଥିବା ବେଳେ ଏ ଖବର ପାଇବା ପରେ ସେମାନେ ଖୁସି ହୋଇଯାଇଛନ୍ତି। ଆସନ୍ତା ଜାନୁଆରୀ ମାସରେ ନ ହେଲେ ବି ଖୁବ୍‌ଶୀଘ୍ର ସେମାନଙ୍କ ବାହାଘର ହେବାକୁ ଯାଉଛି ବୋଲି ସେମାନେ ଆଶା ରଖିଛନ୍ତି। 

ସୂଚନାଯୋଗ୍ୟ, ବର୍ତ୍ତମାନ ରଣବୀର ଓ ଆଲିଆ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ଦୁହେଁ ପ୍ରଥମ ଥର ଏକାଠି ଅଭିନୟ କରୁଛନ୍ତି। ଅୟାନ୍‌ ମୁଖାର୍ଜୀ ଏହାର ନିର୍ଦ୍ଦେଶନା ଦେଉଛନ୍ତି।

https://youtu.be/UWdQFaFHlQw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story