/odisha-reporter/media/post_attachments/uploads/2016/09/ranbir.jpg)
ranbir
ମୁମ୍ବାଇ: ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର। ବାପା ରିଶି କପୁର, ମା’ ନୀତୁ କପୁର ଓ ଭଉଣୀ ରିଦ୍ଧିମା ତାଙ୍କ ସୋସିଆଲ୍ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
Advertisment
ରିଶି କପୁର ତାଙ୍କ ଟ୍ୱିଟର ଏକାଉଣ୍ଟରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି ଓ ଜନ୍ମ ଦିନର ବହୁ ଶୁଭେଚ୍ଛା ବୋଲି କ୍ୟାପସନ୍ ଦେଇଛନ୍ତି। ଭଗବାନ ସବୁବେଳେ ରଣବୀରଙ୍କ ଉପରେ ଶୁଭଦୃଷ୍ଟି ରଖନ୍ତୁ ବୋଲି ବି ସେ ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
