୩୪ ବର୍ଷରେ ରଣବୀର, ସୋସିଆଲ୍ ମିଡିଆରେ ଶୁଭେଛା ଜଣାଇଲେ ପରିବାର ଲୋକେ

ମୁମ୍ବାଇ: ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର। ବାପା ରିଶି କପୁର, ମା’ ନୀତୁ କପୁର ଓ ଭଉଣୀ ରିଦ୍ଧିମା ତାଙ୍କ ସୋସିଆଲ୍ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରିଶି କପୁର ତାଙ୍କ ଟ୍ୱିଟର ଏକାଉଣ୍ଟରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି ଓ ଜନ୍ମ ଦିନର ବହୁ ଶୁଭେଚ୍ଛା ବୋଲି କ୍ୟାପସନ୍ ଦେଇଛନ୍ତି। ଭଗବାନ ସବୁବେଳେ ରଣବୀରଙ୍କ ଉପରେ ଶୁଭଦୃଷ୍ଟି ରଖନ୍ତୁ ବୋଲି ବି ସେ ଲେଖିଛନ୍ତି।

ranbir

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 07:13 PM IST

ମୁମ୍ବାଇ: ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି ବଲିଉଡ୍ ଅଭିନେତା ରଣବୀର କପୁର। ବାପା ରିଶି କପୁର, ମା’ ନୀତୁ କପୁର ଓ ଭଉଣୀ ରିଦ୍ଧିମା ତାଙ୍କ ସୋସିଆଲ୍ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ରିଶି କପୁର ତାଙ୍କ ଟ୍ୱିଟର ଏକାଉଣ୍ଟରେ ରଣବୀରଙ୍କର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି ଓ ଜନ୍ମ ଦିନର ବହୁ ଶୁଭେଚ୍ଛା ବୋଲି କ୍ୟାପସନ୍ ଦେଇଛନ୍ତି। ଭଗବାନ ସବୁବେଳେ ରଣବୀରଙ୍କ ଉପରେ ଶୁଭଦୃଷ୍ଟି ରଖନ୍ତୁ ବୋଲି ବି ସେ ଲେଖିଛନ୍ତି।

Related story