Advertisment

ରଣବୀରଙ୍କୁ ପ୍ରଶଂସା କଲେ ଆମୀର

ମୁମ୍ବାଇ: ଦର୍ଶକଙ୍କ ମନକୁ ଛୁଇଁ ପାରିନି ରଣବୀର କପୁରଙ୍କ ‘ବମ୍ବେ ଭେଲଭେଟ୍’। କିନ୍ତୁ ରଣବୀରଙ୍କ ଅଭିନୟ ଛୁଇଁ ପାରିଛି ସୁପରଷ୍ଟାର ଆମୀର ଖାଁଙ୍କୁ। ଆଉ ରଣବୀରଙ୍କୁ ପ୍ରଶଂସା କରି ଆମୀର କହିଛନ୍ତି ଯେ ସେ ସବୁ ରୋଲ୍ କରି ପାରିବେ। ଏକ ସାକ୍ଷାତକାର ବେଳେ ଆମୀର କହିଥିଲେ, ରଣବୀର ଜଣେ ବଢ଼ିଆ ଆକ୍ଟର। ସେ ଯେ କୌଣସି ଫିଲ୍ମ କରିପାରିବେ। ତାଙ୍କର ସେହି ଦକ୍ଷତା ଅଛି। ଆମୀର ଓ ରଣବୀର ‘ପିକେ’ରେ ଏକାଠି ଆସିଥିଲେ। ଏଥିରେ ଆମୀର […]

author-image
Rakesh Mallick
ଅଦ୍ୟତନ ହୋଇଛି
ରଣବୀରଙ୍କୁ ପ୍ରଶଂସା କଲେ ଆମୀର

aamirranbir

ମୁମ୍ବାଇ: ଦର୍ଶକଙ୍କ ମନକୁ ଛୁଇଁ ପାରିନି ରଣବୀର କପୁରଙ୍କ ‘ବମ୍ବେ ଭେଲଭେଟ୍’। କିନ୍ତୁ ରଣବୀରଙ୍କ ଅଭିନୟ ଛୁଇଁ ପାରିଛି ସୁପରଷ୍ଟାର ଆମୀର ଖାଁଙ୍କୁ। ଆଉ ରଣବୀରଙ୍କୁ ପ୍ରଶଂସା କରି ଆମୀର କହିଛନ୍ତି ଯେ ସେ ସବୁ ରୋଲ୍ କରି ପାରିବେ।

Advertisment

ଏକ ସାକ୍ଷାତକାର ବେଳେ ଆମୀର କହିଥିଲେ, ରଣବୀର ଜଣେ ବଢ଼ିଆ ଆକ୍ଟର। ସେ ଯେ କୌଣସି ଫିଲ୍ମ କରିପାରିବେ। ତାଙ୍କର ସେହି ଦକ୍ଷତା ଅଛି।

ଆମୀର ଓ ରଣବୀର ‘ପିକେ’ରେ ଏକାଠି ଆସିଥିଲେ। ଏଥିରେ ଆମୀର ମୁଖ୍ୟ ଭୂମିକାରେ ଆସିଥିଲା। ରଣବୀର ଏଥିରେ ଅତିଥି କଳାକାର ଭାବେ ଆସିଥିଲେ।

Advertisment