ଅଦ୍ୟତନ ହୋଇଛି
aamirranbir
Advertisment
ମୁମ୍ବାଇ: ଦର୍ଶକଙ୍କ ମନକୁ ଛୁଇଁ ପାରିନି ରଣବୀର କପୁରଙ୍କ ‘ବମ୍ବେ ଭେଲଭେଟ୍’। କିନ୍ତୁ ରଣବୀରଙ୍କ ଅଭିନୟ ଛୁଇଁ ପାରିଛି ସୁପରଷ୍ଟାର ଆମୀର ଖାଁଙ୍କୁ। ଆଉ ରଣବୀରଙ୍କୁ ପ୍ରଶଂସା କରି ଆମୀର କହିଛନ୍ତି ଯେ ସେ ସବୁ ରୋଲ୍ କରି ପାରିବେ।
Advertisment
ଏକ ସାକ୍ଷାତକାର ବେଳେ ଆମୀର କହିଥିଲେ, ରଣବୀର ଜଣେ ବଢ଼ିଆ ଆକ୍ଟର। ସେ ଯେ କୌଣସି ଫିଲ୍ମ କରିପାରିବେ। ତାଙ୍କର ସେହି ଦକ୍ଷତା ଅଛି।
ଆମୀର ଓ ରଣବୀର ‘ପିକେ’ରେ ଏକାଠି ଆସିଥିଲେ। ଏଥିରେ ଆମୀର ମୁଖ୍ୟ ଭୂମିକାରେ ଆସିଥିଲା। ରଣବୀର ଏଥିରେ ଅତିଥି କଳାକାର ଭାବେ ଆସିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/aamirranbir.jpg)