ରଙ୍ଗିଲା ବାବା’ର ଶୁଭ ମହୁରତ୍

ସାଲେପୁର: ରାଶେଶ୍ୱରୀ ଏଣ୍ଟର୍ଟେନ୍ମେଣ୍ଟ ବ୍ୟାନରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗିଲା ବାବା’ର ଶୁଭ ମହୁରତ କଟକ ଜିଲ୍ଲା ସାଲେପୁର ପାଗା ନିକଟସ୍ଥ ଶିରିଡି ସାଇବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ଏହି ଫିଲ୍ମରେ ବାବା ଭୂମିକାରେ ଅଛନ୍ତି କୁନା ତ୍ରିପାଠୀ। ଫିଲର ନାୟକ ଓ ନାୟିକା ଭୂମିକାରେ ଅଛନ୍ତି ଚନ୍ଦନ ଓ ନବାଗତା ସୋନିକା ରାୟ। ତେବେ ଫିଲ୍ମଟିରେ କୌଣସି ନିର୍ଦ୍ଦିଷ୍ଟ ବାବାଙ୍କୁ ଚିତ୍ରଣ କରାଯାଇନାହିଁ ବରଂ ଏ ଫିଲ୍ମଟି ସମ୍ପୁର୍ଣ୍ଣ କମର୍ସିଆଲ୍ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। […]

rangilababa

rangilababa

Rakesh Mallick
  • Published: Thursday, 03 September 2015
  • Updated: 03 September 2015, 11:22 AM IST

Sports

Latest News

[caption id="attachment_29271" align="alignleft" width="300"]rangilababa1 ସୋନିକା ରାୟ[/caption]

ସାଲେପୁର: ରାଶେଶ୍ୱରୀ ଏଣ୍ଟର୍ଟେନ୍ମେଣ୍ଟ ବ୍ୟାନରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ରଙ୍ଗିଲା ବାବା’ର ଶୁଭ ମହୁରତ କଟକ ଜିଲ୍ଲା ସାଲେପୁର ପାଗା ନିକଟସ୍ଥ ଶିରିଡି ସାଇବାବାଙ୍କ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।

ଏହି ଫିଲ୍ମରେ ବାବା ଭୂମିକାରେ ଅଛନ୍ତି କୁନା ତ୍ରିପାଠୀ। ଫିଲର ନାୟକ ଓ ନାୟିକା ଭୂମିକାରେ ଅଛନ୍ତି ଚନ୍ଦନ ଓ ନବାଗତା ସୋନିକା ରାୟ। ତେବେ ଫିଲ୍ମଟିରେ କୌଣସି ନିର୍ଦ୍ଦିଷ୍ଟ ବାବାଙ୍କୁ ଚିତ୍ରଣ କରାଯାଇନାହିଁ ବରଂ ଏ ଫିଲ୍ମଟି ସମ୍ପୁର୍ଣ୍ଣ କମର୍ସିଆଲ୍ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ଫିଲ୍ମରେ ସଂଗୀତ ନିଦ୍ଦେର୍ଶନା ଦେଇଛନ୍ତି ମନ୍ମଥ ମିଶ୍ର। ଫିଲ୍ମରେ ତିନୋଟି ଗୀତ ଅଛି ଏବଂ ଗୀତ ଗୁଡ଼ିକ ବହୁତ୍ ଲୋକପ୍ରିୟ ହେବ ବୋଲି କହିଛନ୍ତି ଦିବ୍ୟପ୍ରିୟଦର୍ଶିନୀ ଦାସ୍।

ଫିଲ୍ମଟି ଅକ୍ଟୋବର ୨ ତାରିଖରେ ରିଲିଜ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos