ବିମାନ ବନ୍ଦରରେ ଭିକ ମାଗିଲେ ରାନୀ || Rani Seek Help For Pintu Nanda treatment || Odisha Reporter
Advertisment
ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରୁଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ସାହୁ। ଟଙ୍କାଏ ଟଙ୍କାଏ କରି ସଂଗ୍ରହ ହୋଇଥିବା ପ୍ରାୟ ୧୦ ହଜାରରୁ ଅଧିକ ଅର୍ଥକୁ ଦିଲ୍ଲୀ ଯିବା ପୂର୍ବରୁ ପିଣ୍ଟୁଙ୍କୁ ଦେବାକୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାନୀ। ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ଯାତ୍ରା କଳାକାର ରାନୀ ପ୍ରିୟଦର୍ଶନୀ ସାହୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us